-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ପଶୁ ପକ୍ଷୀ ଙ୍କୁ ଭଲ ପାଉଥିବା ଜଣେ ନିଆରା ମଣିଷ ଦିଲ୍ଲୀପ ଭୁକ୍ତା

31-Jan-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ସମାଜ ର ଅନେକ ବ୍ୟକ୍ତି କେବଳ ନିଜର ଜୀବନ ଜୀବିକା ସହ ସଂଗ୍ରାମ, ଓ ସାଧାରଣ ଜୀବନ ଯାପନ କରୁଥିବା ବେଳେ ଏମିତି କିଛି ଖୁବ କ୍ଵଚିତ ଲୋକ ଥାଆନ୍ତି ଯେଉଁମାନେ କି ସମାଜ ର କିଛି ଦାଇତ୍ୱ ବୋଧ ମୁଣ୍ଡାଇବା କୁ ଓ ସାଧାରଣ ଜୀବନ ବ୍ୟତୀତ କିଛି ଅସାଧାରଣ କାର୍ଯ୍ୟ କରିବାକୁ  ଭଲ ପାଆନ୍ତି l ଆଉ ସେମିତି ଜଣେ ନିଆରା ବ୍ୟକ୍ତି ସୁବର୍ଣ୍ଣପୁର ସହର ର ବ୍ୟାଙ୍କ କର୍ମଚାରୀ ଦିଲ୍ଲୀପ ଭୁକ୍ତା l ନିଜର ଚାକିରୀ କାମ କୁ  ନିଷ୍ଠା ର ସହିତ କାର୍ଯ୍ୟ ତୁଲାଇ ସାମାଜିକ ଜୀବନ ସକ୍ରିୟ ରହିବା ସଂଗେ ସଂଗେ ସ୍ୱଚ୍ଛ ଭାରତ ସଂଗଠନ ର ମଧ୍ୟ

ସେ ଜଣେ ଆଗଧାଡିର କର୍ମକର୍ତ୍ତା ଭାବେ ଜଣାଶୁଣା l ତା ସହିତ ପିଲା ବେଳୁ ପଶୁ ପକ୍ଷୀ ମାନଙ୍କ ପ୍ରତି ଅନାବିଳ ସ୍ନେହ ମମତା ବାଣ୍ଟିବା ରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ପ୍ରତିଦିନ ମର୍ନିଙ୍ଗ ୱାକ ବେଳେ ସେ ସହର ର ବିଭିନ୍ନ ସ୍ଥାନ ଏବେ ଫରେଷ୍ଟ ପାର୍କ ରାସ୍ତା ରେ ଗାଈ ଗୋରୁ, କୁକୁର  ମାନଙ୍କୁ ଏବଂ ନୁଆଁ ରିଙ୍ଗ ରୋଡ଼ ରେ ମାଙ୍କଡ଼ ମାନଙ୍କୁ ବାଦାମ, ବିସ୍କୁଟ, ଓ ଅନେକ ପ୍ରକାର ଖାଦ୍ୟ ଖୁଆଇଥାନ୍ତି l ଶ୍ରୀ ଭୁକ୍ତା ଙ୍କ ବାଇକ କୁ ପଶୁ ପକ୍ଷୀ ଘେରି ଯାଆନ୍ତି l ଯେଉଁ ଦୃଶ୍ୟ ସବୁ କୁ କି ଲୋକେ ଦେଖି  ଖୁବ ଖୁସି ହୁଅନ୍ତି l ଶ୍ରୀ ଭୁକ୍ତା ବ୍ୟାଙ୍କରେ ଗ୍ରାହକ ଓ ସାଧାରଣ ମଣିଷ ଙ୍କୁ ସବୁଠି ଖୁବ ଆଦର କରନ୍ତି,ଅମାୟିକ

ବ୍ୟବହାର ସହ ହସି ହସି କଥା ହୁଅନ୍ତି  ଅନ୍ୟ ମାନଙ୍କୁ  ସବୁ କାମରେ ସହଯୋଗ ବି କରନ୍ତି l ଏବଂ ପଶୁ ପକ୍ଷୀ ଜୀବ ଯନ୍ତୁ ଙ୍କ ପ୍ରତି ଭଲ ପାଇବା ତାଙ୍କ ସହାନୁଭୂତିଶୀଳ, ଆଦର ଆଜି ସମାଜ ରେ ଖୁବ ଗ୍ରହଣୀୟ ପ୍ରଶଂସନୀୟ ହୋଇପାରିଛି l କାରଣ ନିଜର ଭାବନା କୁ ବ୍ୟକ୍ତ କରି ପାରୁ ନ ଥିବା ପଶୁ ପକ୍ଷୀ ଜୀବ ଯନ୍ତୁ ଙ୍କ ଭାବନା କୁ ନିଜେ ସେ ଏଇ ମାଧ୍ୟମରେ ବୁଝି ପାରିଛନ୍ତି l  ପଶୁ ପକ୍ଷୀ ଜୀବ ଯନ୍ତୁ  ଙ୍କୁ ଓ ଏ ଦୃଶ୍ୟ କୁ ଉପଭୋଗ କରୁଥିବା ଲୋକଙ୍କୁ ଖୁସି କରାଇବା ସହ ପିଲା ବେଳୁ ନିଜେ ମଧ୍ୟ ଏଇ  ସେବା କାର୍ଯ୍ୟ ମାଧ୍ୟମରେ ସବୁ ଦୁଃଖ ଭୁଲିଯାଇଛି ଓ ଖୁବ ଆତ୍ମ ସନ୍ତୋଷ ପାଇ ପାରିଛି ବୋଲି ଶ୍ରୀ ଭୁକ୍ତା ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like