-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ସିନ୍ଧେକେଲା / କୋଶଲି ଢ଼େକିସାଲ୍ ସାହିତ୍ୟ କୁଟୁମ୍ - କଁସିଲ୍ ଆନୁକୂଲ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଯୁବ କୋଶଲି କବି ତଥା ଗୀତିକାର କେକି ସିଂ ଭୋଇ ପତାକା ଉତ୍ତୋଳନ କରିଥିବା ବେଳେ ଗିତ ପୁଟେଲ, ଶିବା ସିଂ ଭୋଇ, ଜଗୁ ପୁଟେଲ, ସୁରେଶ ପୁଟେଲ, ମୋହନ ପୁଟେଲ୍ ପ୍ରୟାସ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକ ଉମେଶ ବେହେରା, ଯୁବ କବି ଅନନ୍ତ ବାଗ୍ , କବି ରମେଶ ବାରିକ, ଦୀପକ୍ ପୁଟେଲ୍, ବଣ୍ଟି ଭୋଇ, ଦାମୁ ମେହେର, ଗଂଗା ପୁଟେଲ୍, ତୃନେସ୍ ପୁଟେଲ୍, ରୁଦ୍ର ପୁଟେଲ ପ୍ରମୂଖ ଉପସ୍ଥିତ ଥିଲେ। ଶେଷ ରେ ଗିତ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।