-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ବଲାଙ୍ଗୀର ଆଜି କୋଭିଡ କଟକଣା କୁ ଦୃଷ୍ଟିରେ ରଖି ୭୩ ତମ ଗଣତନ୍ତ୍ର ଦିବସକୁ ବଲାଙ୍ଗୀର ରାଧେଶ୍ୟାମ ବିଲଡିଙ୍ଗ ସୋଲୁସନ ତରଫରୁ ପାଲନ କରା ଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଲ ଅଗ୍ରୱାଲ ପତାକା ଉତ୍କଳନ କରିଥିଲେ ଓ ତାଙ୍କର ଵକ୍ତବ୍ୟରେ କୋଭିଡ କଟକଣା ଵିସୟ ରେ ସଚେତନତା ସୃଷ୍ଟି କରିଥିଲେ ଆଉ ତାଙ୍କ ସହିତ ଅଭିନାଶ
ଅଗ୍ରୱାଲ,ଅଙ୍କିତ ଅଗ୍ରୱାଲ ,ମାନସ ବେହେରା , ଉମେଶ , ତୁଷାର, କୈଳାସ ଏବଂ ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ ।ଏହି ୭୩ ତମ ଗଣତନ୍ତ୍ର ଦିବସକୁ ବିକାଶ ସା ପରିଚାଳନା କରିଥିଲେ ଆଉ ସମସ୍ତ କୁଁ ଧନ୍ୟବାଦ ଦେଇଥିଲେ ।