-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ କୋକନରା ଠାରେ ସିଙ୍ଘବାହିନୀ କ୍ଳବ ପକ୍ଷରୁ ୨୨ତମ ତିନିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଦିବସରେ ନୃସିଂହ ସ୍ପୋଟିଙ୍ଗ ପାଇକମାଲ ଏବଂ ଗୋପବନ୍ଧୁ ସ୍ପୋଟିଙ୍ଗ ମଧ୍ୟ ରେ ରୋଚକ ପୂର୍ଣ୍ଣ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ, ଶେଷରେ ଉଭୟ ଦଳ ମଧ୍ୟରେ ୦-୦ ଗୋଲ
ହେବାଫଳରେ ପ୍ଳାଣ୍ଟିକ୍ କରାଯାଇ ଉଭୟ ଦଳ ର ପାଞ୍ଚ ପାଞ୍ଚ ଜଣ ଗୋଲ ମାରିବା ନିଷ୍ପତ୍ତି କ୍ରମେ ନୃସିଂହ ସ୍ପୋଟିଙ୍ଗ ପ୍ରାରମ୍ଭେ ୫ ଟି ଗୋଲ ମାରିଥିଲେ lଗୋପବନ୍ଧୁ ସ୍ପୋଟିଙ୍ଗ ମାତ୍ର ତିନୋଟି ଗୋଲ ମାରିବାରେ ସକ୍ଷମ ହୋଇ ପାରିଥିଲେ lଶେଷରେ ନୃସିଂହ ସ୍ପୋଟିଙ୍ଗ ବିଜୟୀ ବୋଲି ଘୋଷିତ ହୋଇଥିଲା l