-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) : ୧୯୯୮ ମଳମଣ୍ଡା ପଞ୍ଚାୟତ ହାଇସ୍କୁଲ ମେଟ୍ରିକ୍ ବ୍ୟାଚ ର ଵନ୍ଧୁ ମିଳନ ଏକ ନିଆରା ଢଙ୍ଗରେ ବଲାଙ୍ଗୀର ଗଇଁତଲା ଗ୍ରାମ ଗିରିଗୋବର୍ଦ୍ଧନ ଠାରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୪ଵର୍ଷ ପରେ ପୁଅ ଝିଅ ମାନେ ନିଜ ନିଜ ପରିବାର ସହିତ ଭାବର ଆଦାନ ପ୍ରଦାନ ହୋଇଥିଲା ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଵିଗତ ଦିନ ର ସ୍ମୃତି କୁ ସମସ୍ତେ ମନେ ପକାଇ ଥିଲେ l