-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ଆଜି ୨୩.୦୧.୨୦୨୨ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ରସାଏଙ୍କ ଜନ୍ମ ଦିନରେ RSS ତରଫରୁ ପାତଭାଡିସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରାଯାଇ ସଂଘର ବରିଷ୍ଠ କାର୍ଯ୍ୟକାର୍ତ୍ତ ମଙ୍ଗୁ ସେଠୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ ଓ ସଂଘର କାର୍ଯ୍ୟକାର୍ତ୍ତାଙ୍କ ଦ୍ୱାରା ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ଏଥିରେ ମଙ୍ଗୁ ସେଠି, ଜୟଦ୍ରଥ ଜଗଦଲ୍ଲା, ରଶ୍ମି ରଞ୍ଜନ ଦାଶ, ରାଜେଶ ସିଂ, ଆନନ୍ଦ ସାହୁ, ଋତୁରାଜ ମେହେର ଉପସ୍ଥିତ ଥିଲେ।