-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

କୋଭିଡ ନିୟମ ଯୋଗୁଁ ଗୁରୁତର ଏଚ ଆଇ ବି/ ଏଡ୍ସରେ ଆକ୍ରାନ୍ତ ମୃତ୍ୟୁ ସହ ସଂଗ୍ରାମରତ, କାଗଜପତ୍ର ରେ ସୀମିତ ସରକାରୀ ଯୋଜନା

13-Nov-2020



ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଚ ଆଇ ,ବି/ଏଡ୍ସରେ ଆକ୍ରାନ୍ତ । ଅସଂଖ୍ୟ ଏଚ ଆଇ ବି/ଏଡ୍ସ ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇ ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାରେ ଥିବା ଏ ଆର ଟି କେନ୍ଦ୍ର ରୁ ନିୟମିତ ଭାବେ ଏ ଆର ଟି ଔଷଧ ସେବନ ସହ ପ୍ରତି ମାସରେ ଥରେ ନିଜର ଆବଶ୍ୟକ ଡାକ୍ତରୀ ପରୀକ୍ଷା ମାନ କରି ପାରୁ ଥିଲେ। ହେଲେ କୋଭିଡ-୧୯ କଟକଣା ଜାରି ହେବା ଜାନ,ବାହାନ ଚଳା, ଚଳ ଠପ ହୋଇଯିବାରୁ ଉକ୍ତ ଏ ଆର ଟି ଔଷଧ ସେବନ ରୁ ଅନ୍ୟ ଉପାୟ ନ ପାଇ ଔଷଧ ସେବନ କରିପାରିବା ରୁ ବଞ୍ଚିତ ହେବା ସାର ହୋଇଛି। ହେଲେ ସରକାରୀ ନିୟମ ଅନୁଯାୟୀ  ପ୍ରତି ଆକ୍ରାନ୍ତ ଙ୍କ ନିକଟରେ ପହଞ୍ଚି ଔଷଧ ପ୍ରଦାନ ନିମନ୍ତେ ଦାଇତ୍ଵ ଦିଆଯାଇଥିବା କର୍ମଚାରୀ ଏହାର ଖିଲାପ କରିବା ସହ ନାମକୁ ମାତ୍ର ବିଭିନ୍ନ ଆଇ ସି ଟି ସି କେନ୍ଦ୍ର କୁ ତାଙ୍କୁ ଓଲଟା ଡକାଇ ଉକ୍ତ ଔଷଧ ପ୍ରଦାନ ମାତ୍ର କିଛି ଜଣ ଙ୍କୁ ଥରେ ଦୁଇ ଥର ଦେଇ ଚାଲିଯାଇ ନିଜ ଦାଇତ୍ଵ ସମାପନ କରି ଦେଇଛନ୍ତି । ସରକାରୀ ଭାବେ ଆକ୍ରାନ୍ତ ଙ୍କ ନିକଟକୁ ଯାଇ ଓ ବିଭିନ୍ନ ସ୍ଥାନରେ ଡାକ୍ତରୀ ମୋବାଇଲ ଟିମ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହ ଗୁରୁତର ଅବସ୍ଥାରେ ଥିବା ଆକ୍ରାନ୍ତ ଙ୍କ ସି-ଡ଼ି-୪ ଜରିଆରେ ରୋଗ ପ୍ରତିରୋଧକ ଶକ୍ତି ର ମାନ ପରୀକ୍ଷା କରିବା ନିୟମ ରହିଛି। ଏହି ବଲାଙ୍ଗୀର ଜିଲ୍ଲାରେ ନୂତନ ଏଚ ଆଇ ବି ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ଓ ଅତି ଗୁରୁତର ଅବସ୍ଥାରେ ଏହି ଆକ୍ରାନ୍ତ ଦୁର୍ଦ୍ଦଶା ରେ ଦିନ କାଟି,କାଟି ମୃତ୍ୟୁ ର ଶିକାର ହେଉଥିବା ଅଭିଯୋଗ ବାରମ୍ବାର ହୋଇଚାଲିଛି । କେତେକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ଗୁଡିକ ନୂତନ ସଂକ୍ରମିତ ଙ୍କୁ ସଚେତନ କରିବା ସହ କିପରି ସେମାନେ ଔଷଧ ସେବନ  କରି ସାଧାରଣ ଜୀବନ ଯାପନ କରିପାରିବେ ତଥା ସଂକ୍ରମିତ ନ ହେବା ନିମନ୍ତେ ଉକ୍ତ ଗୋଷ୍ଠୀ ର ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ରେ କାର୍ଯ୍ୟରତ ଅଛନ୍ତି। ବିଶେଷ କରି ସମଲିଙ୍ଗୀ ଯୌନ ସଂକ୍ରମଣ,ରଖୁଥିବା କିନ୍ନର, ମହିଳା ଯୌନକର୍ମୀ,ଇଂଜେକସନ ଦ୍ୱାରା ନିଶା ରେ ଅଭ୍ୟସ୍ତ ଙ୍କୁ କିପରି ସଂକ୍ରମଣ ରୁ ରକ୍ଷା କରାଯାଇ ପାରିବ  ଉକ୍ତ କାର୍ଯ୍ୟକ୍ରମ କେବଳ କାଗଜ,କଲମ ରେ ସୀମିତ କରି ବର୍ଷ, ବର୍ଷ ଧରି ମୋଟା ଅଙ୍କର ଅର୍ଥ ହଡପ କରିଚାଲିଥିବା ଅଭିଯୋଗ ହୋଇଛି । ଏପରି କି ଟ୍ରେନ, ବସ ରେ ପାସ ବ୍ୟବସ୍ଥା ଆକ୍ରାନ୍ତ ଙ୍କୁ ମାସିକ ଭତ୍ତା, ତାଙ୍କୁ ଅନ୍ତଦୋୟ ଅନ୍ନଯୋଜନା ପରି ଯୋଜନା ରେ ସାମିଲ କରିବା ପରି ଗୁରୁ ଦାଇତ୍ଵ ମାନ ରହିଥିବା ଥିବା ବେଳେ ଖୋଲା, ଖୋଲି ଭାବେ କେବଳ ଅର୍ଥ ତୋସାର ପାତ କରି ଚାଲିଥିବା ବଲାଙ୍ଗୀର ଜିଲ୍ଲା ଜନସେବା ସି ବି ଓ ସଭାପତି ଶ୍ରୀ ଲମ୍ବୁଧର ଛତ୍ରୀଆ ଅଭିଯୋଗ କରିଛନ୍ତି। ଜିଲ୍ଲାର ପଟଣାଗଡ଼,ବେଲପଡା, କଣ୍ଟାବାଞ୍ଜି,ଟିଟିଲାଗଡ଼, ସିନ୍ଧେକେଲା, ବଙ୍ଗୋମୁଣ୍ଡା,ସଇଁତଲା,ତୁରେକେଲା,ଆଦି ଦାଦନ ପ୍ରବଣ ଅଞ୍ଚଳରେ ସରକାରୀ ଭାବେ ସମସ୍ତ କାର୍ଯ୍ୟ କେବଳ କାଗଜପତ୍ର ରେ କରାଯାଇ ବ୍ୟାପକ ଅର୍ଥ ତୋଷାର ପାତ କରାଯାଉଥିବା ବେଳେ ଏ ନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଜନସେବା ସି ବି ଓ ସଭାପତି ଦାବି କରିଛନ୍ତି। ସେହିପରି ଜିଲ୍ଲା ର ଆକ୍ରାନ୍ତ ଏ ଆର ଟି ଔଷଧ କିପରି ପ୍ରତି ମାସରେ ପାଇ,ପାରିବେ ଓ ଡାକ୍ତରୀ ମୋବାଇଲ ଟିମ ବା ଦଳ  ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା, ସି ଡି-୪ ପରୀକ୍ଷା କରାଯିବା ନିୟମ ଅନୁଯାୟୀ ଯଥାଶୀଘ୍ର କରା ନ ଗଲେ ଅନେକ ଆକ୍ରାନ୍ତ ଶୋଚନୀୟ ମୃତ୍ୟୁ ର ଶିକାର ହେବା ସାର ହେବ। ସେହିପରି ବିଗତ ଦିନରେ ଓ ଏହି କୋଭିଡ ସମୟରେ ଜିଲ୍ଲା ରେ କଣ ସବୁ ଏହି ବିଭାଗ ରେ କାର୍ଯ୍ୟକ୍ରମ ମାନ ହୋଇଛି ସେ ନେଇ ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ଜିଲ୍ଲା ରକ୍ତଦାତା ସଙ୍ଘ ଉପଦେଷ୍ଟା ଶ୍ରୀକାନ୍ତ କୁମାର ସାହୁ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟ କୁ ଦାବି ପତ୍ର ପ୍ରେରଣ କରିଥିବା ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like