-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଓ ଅନେକ ନୂତନ ପ୍ରକଳ୍ପ କୁ ନେଇ ବିଭାଗୀୟ କତ୍ତୃପକ୍ଷଙ୍କ ସହିତ ବରଗଡ଼ ସାଂସଦ ଙ୍କର ଆଲୋଚନା*

12-Nov-2020



ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) - ଅବିଭକ୍ତ ସମ୍ବଲପୁର ଜିଲ୍ଲା ରେ ଦିନକୁ ଦିନ ଗଢି ଉଠୁଥିବା ବୃହତ ଶିଳ୍ପାନୁଷ୍ଠାନ ଓ ଖଣି ଖନନ ପାଇଁ  ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ହୁହୁ ହୋଇ ବଢି ଚାଲିଛି ଯାନବାହାନ ସଂଖ୍ୟା । ବିଶେଷ କରି ମାଲ ପରିବହନ ପାଇଁ ଭାରି ଯାନବାହନ ର ଆବାଗମାନ ପାଇଁ ଆବଶ୍ୟକୀୟ ରାସ୍ତା ନଥିବାରୁ ଅଯଥା ରେ ଦେଖା ଯାଉଛି ଟ୍ରାଫିକ ସମସ୍ୟା ଓ ଦୈନନ୍ଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣାମାନ । ବର୍ଷ ବର୍ଷ ଧରି ମନ୍ଥର ଗତି ରେ ଚାଲିଛି ବିଭିନ୍ନ ରାଜପଥ ର ସମ୍ପ୍ରସାରଣ ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ଙ୍କର ଅସହଯୋଗ ଓ ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ଯୋଗୁଁ ଆଗେଇ ପାରୁ ନାହିଁ ଅନେକ ପ୍ରକଳ୍ପ । ଏସବୁ ଅବ୍ୟବସ୍ଥା ପାଇଁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ବହୁ ସମୟରେ ଏଥିପାଇଁ ମୁଣ୍ଡ ଟେକୁଛି ଅନେକ ଜନଆନ୍ଦୋଳନ । ଏସବୁ କୁ ଦୃଷ୍ଟି ରେ ରଖି ଆଜି ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ରାଷ୍ଟ୍ରୀୟ ରଜ ମାର୍ଗ ପ୍ରାଧିକାରଣ ର ଅଧିକାରୀ ଓ ବିଭିନ୍ନ ଠିକା ସଂସ୍ଥାର ପ୍ରତିନିଧି ଙ୍କ ଆଲୋଚନା କରିଛନ୍ତି । ଆଲୋଚନା ରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ସଙ୍ଗେ ସଙ୍ଗେ ଅନେକ ନୂତନ ପ୍ରକଳ୍ପ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ସାଂସଦ ଶ୍ରୀଯୁକ୍ତ ପୂଜାରୀ ।
       ବରଗଡ଼, ଝାରସୁଗୁଡା ଓ ସମ୍ବଲପୁର  କୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗ ର ପ୍ରଶସ୍ତିକରଣ , ଉନ୍ନତିମୂଳକ କାର୍ଯ୍ୟ ବିଷୟରେ  ଆଲୋଚନା ହୋଇଥିଲା । ଯଥା ବରଗଡ ମୁନିସିପାଲିଟି ର ଚତୁର୍ଦିଗରେ ରିଂ ରୋଡ, ବରଗଡ ରୁ ବିକାଶ ହସ୍ପିଟାଲ ପର୍ଯ୍ୟନ୍ତ  ଫ୍ଲ୍ୟଏ ଓଭର ବ୍ରିଜ , ସୋହେଲା ସର୍ଭିସ ରୋଡ, ସୋହେଲା ଫୁଟ ଓଭର ବ୍ରିଜ, ଘୁଲିପାଲି ଫୁଟ ଓଭର ବ୍ରିଜ ଏବଂ ସର୍ଭିସ ରୋଡ଼ , ଭଟଳି ଛକ ଦୁଇ ପାର୍ଶ୍ଵରେ, ବ୍ରାମହଚାରି, ପ୍ରଧାନପାଲି ଏବଂ ଜାରମୁଡା ରେ ସ୍ଲିପ ରୋଡ଼ । ରେଙ୍ଗାଲି କେପ, ଦଶମାଲି ଛକରେ ସର୍ଭିସ ରୋଡ଼ । ହଲଦୀପାଳି ପାଖ ସହିଦ ଛକ, ସୋହେଲା ଛକ ର ସୌନ୍ଦର୍ଯ୍ୟ କାରଣ, ସୋହେଲା - ବରପାଲି- ବିନିକା ର ସଂଯୋଗୀକରଣ, ଏହା ସହିତ ଝାରସୁଗୁଡା- ବେଳପାହାଡ଼ NH - 49  ଓ ଝାରସୁଗୁଡା - ତିଲେଇବଣି ରାସ୍ତା କୁ ୪ ଲେନ ପ୍ରସ୍ତାବ, ପ୍ରସନ୍ନ ପଣ୍ଡା ଛକ ରେ ଫ୍ଲ୍ୟ ଓଭର ବ୍ରିଜ  ସହିତ ଇବ ନଦୀ ଉପରେ ଝୁଲନ୍ତା ବ୍ରିଜ ପାଇଁ ବିଶେଷ ଆଗ୍ରହ କରିଥିଲେ । ସମ୍ବଲପୁର ଅନୁଗୁଳରାଷ୍ଟ୍ରୀୟ ରାଜମାର୍ଗ ର  କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ  ଦେଇଥିଲେ. ବଡରମା  ରାଷ୍ଟ୍ରୀୟ ରାଜମାର୍ଗ ର ପ୍ରଶସ୍ତିକରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ . ସମ୍ବଲପୁର ବରଗଡ଼  ର ଲକ୍ଷ୍ମୀ ଡୁଙ୍ଗରେ ଟନେଲ ନିର୍ମାଣ, ଅଇଁଠାପାଳି ଫ୍ଲଏ ଓଭର ବ୍ରିଜ ନିର୍ମାଣ, ସେଣ୍ଡ ଯୋନ ଛକରେ ଅଣ୍ଡର ପାସ । 
  ଆଜିର ଆଲୋଚନା ରେ  NHAI ର ରିଜିନାଲ ଅଧିକାରୀ (RO) ଶ୍ରୀ ରାମପ୍ରସାଦ ପଣ୍ଡା ଓ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭାଙ୍କେତେଶ୍ୱରଲୁ, ଭଟ ଭୋଇ, ଅଶୋକା ବିଲଡ଼କନ  ଓ ଗାୟିତ୍ରୀ କଂଷ୍ଟ୍ରକ୍ସନ ର ପ୍ରତିନିଧି , ବରଗଡ଼ ବିଜେପି ଜିଲ୍ଲା ସଭାପତି ଶ୍ରୀ ଅଶ୍ୱିନୀ ସରଙ୍ଗୀ, ଝାରସୁଗୁଡା ବିଜେପି  ପୂର୍ବତନ ସଭାପତି ଶ୍ରୀ ଦୀନେଶ ଯେନ ଙ୍କ ଉପସ୍ଥିତ ରହିଥିଲେ ।
      ଏ ସମସ୍ତ ବିଷୟରେ ଆଲୋଚନା କରି ଅତି ଶୀଘ୍ର ଶେଷ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like