-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ପାତ୍ରପୁର(ଭଗବାନ ପାଢୀ) : ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଧୀନରେ ଥିବା ଖମ୍ଭାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାବନପୁର ଗ୍ରାମରେ ଆଜି ଗୋଷ୍ଠୀ ସଂଘର୍ଷରେ ମରଣାତଙ୍କ ଆକ୍ରମଣ ହୋଇଥିବା ଜଣାପଡିଛି।
ସୁଚନା ଅନୁସାରେ ଉକ୍ତ ଗ୍ରାମର ଲୋକମାନେ ସମସ୍ତେ ଆଜି ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସ୍ଥାନୀୟ ପଞ୍ଚାୟତ ଅଫିସ୍ କୁ ଜଣାଇଥିଲେ।ଗାଁ କୁ ଫେରୁଥିବା ସମୟରେ ରାସ୍ତାରେ ପଥର କୁଆଁରୀ ପାଖରେ ଏହି ଆକ୍ରମଣ ହୋଇଥିବା ବେଳେ ପାଲିନା ନୁକାୟା (୨୯) ଗୁରୁତର ହୋଇ ଥିବା ବେଳେ କୋରିକାନି ଭିମା ରାଓ ,ଶିବା ଓ କୋଟେଶୁ ଆହତ ହୋଇଥିବା ସୁଚନା ଦେଇଥିଲେ ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ