-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||     

HOME   ଜିଲ୍ଲା

ଶିଶୁ ପତ୍ରିକା ଶୁଆ-ଶାରୀ ଉନ୍ମୋଚନ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ ।

12-Nov-2020



କୋଇଡା: (ସମୀର ପାଢି)- ସୁନ୍ଦରଗଡ଼ ଜିଲ୍ଲା ଟେନସା ରୁ ରାଜ୍ୟ ସ୍ଥାରୀୟ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ ପତ୍ରିକା ଶୁଆ-ଶାରୀ ପରିବାର ପକ୍ଷରୁ ପୂଜା ସଂଖ୍ୟା ଉନ୍ମୋଚନ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ ସମାରୋହ ବୁଧବାର କୋଇଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା  ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ,  କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ରାଣୀ ରାଜ , କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଜିନ୍ଦଲ ଖଣିର ଉପସଭାପତି ପ୍ରମୋଦ କୁମାର ପାତ୍ର ,ଅନ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ , ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ , ସମାଜସେବୀ ଅନୀଲ ବାର୍ଲା,ବଣାଇ ସମ୍ବାଦିକ ସଙ୍ଘ ର ସଭାପତି ପ୍ରଦୀପ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।ପ୍ରଥମେ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।  ପ୍ରଥମେ ତ୍ରୈମାସିକ ଶିଶୁ ପତ୍ରିକା ଶୁଆ-ଶାରୀ କୁ ଉନ୍ମୋଚନ କରି ଓଡ଼ିଆ ଶିଶୁ ସାହିତ୍ୟ , ମାତୃଭାଷା , ଓ ଶୁଶୁ ପତ୍ରିକା ଶୁଆ-ଶାରୀ ମଧ୍ୟମରେ ଅନେକ କିଶୋର କିଶୋରୀ ମାନଙ୍କ ଜୀବନରେ ବେଶ ପ୍ରଭାବ ପକାଇ ପାରିବ ବୋଲି ଉପସ୍ଥିତ ଅତିଥିଗଣ ବକ୍ତବ୍ୟ ରଖିଥିଲେ । ଆଜି ପର୍ଯ୍ୟନ୍ତ ଦେଶରୁ କରୋନା ମହାମରୀ କୁ ଦୂର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଡାକ୍ତର , ସରପଞ୍ଚ , ବ୍ଲକଅଧ୍ୟକ୍ଷ, ସମାଜସେବୀ , ଶିଶୁପ୍ରତିଭା , ସମ୍ବାଦିକ ମାନଙ୍କୁ ଶିଶୁ ପତ୍ରିକା ତରଫରୁ ଅତିଥି ମାନଙ୍କ ଦ୍ୱାରା କରୋନା ଯୋଦ୍ଧା ସମ୍ମାନିତ କରାଯାଇଥିଲା । ସଭା ଆରମ୍ଭରେ ଶୁଆ-ଶାରୀ ଶିଶୁ ପତ୍ରିକାର ମୁଖ୍ୟ ସମ୍ପାଦକ ସମୀର କୁମାର ପାଢୀ ସ୍ୱାଗତ ଭାଷଣ ଦେବା ସହ ପତ୍ରିକା ର ଜୀବନୀ ଉପରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଡାକ୍ତର ଏପି ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ସଂଯୋଜନା କରିଥିଲେ । ସମ୍ବାଦିକ ସୁନିଲ କୁମାର ପଣ୍ଡା ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶୁଆ-ଶାରୀ ପତ୍ରିକାର ପରିଚାଳକ ପୁଷ୍ପିତା ରାଣୀ ପାଢ଼ୀଙ୍କ ସହ ସହସମ୍ପାଦକ ଅଭିନାଶ ଶର୍ମା , ସୁନିଲ ପଣ୍ଡା , ସୁଶାନ୍ତ ଧଳ , ସଂଜୀବ ମହାପାତ୍ର , ଲମ୍ବୋଦର ବାରିକ , ବିଜୟ କୁମାର ଦାସ , ସୁଦାମ ବାରିକ , ରାକେଶ ମହାନ୍ତି , ଖଗେଶ୍ବର ତରେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like