-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ଲୋଇସିଂହା, ଲୋଇସିଂହା ବ୍ଲକ ଅଧିନସ୍ଥ ବୁର୍ଡl ପଂଚାୟତରେ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ କୋଭିଡ ଗାଇଡଲାଇନକୁ ପାଳନ ପୂର୍ବକ ଅନୁଷ୍ଠିତ ହୋଇଛି l ଉକ୍ତ ଟୁର୍ନାମେଣ୍ଟରେ ଲୋଇସିଂହା ଅଂଚଳର ୮ ଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚରେ ବାରଡୋଳ ଓ ଵାଞ୍ଜିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଵାଞ୍ଜିପାଲି ଦଳ ବିଜେତା
ଘୋଷିତ ହୋଇଥିବା ବେଳେ ବାରଡୋଳ ଦଳ ରନର୍ସଅପ ବିବେଚିତ ହୋଇଥିଲା l ବାରଡୋଳ ଦଳର ଆକାଶ ନାଗ ମେନ ଦ ସିରିଜ ହାତେଇଥିବା ବେଳେ ମେନ ଅଫ ଦ ମ୍ୟାଚ ଵାଞ୍ଜିପାଲିର ମନୋଜ ନାଗ ବାଜି ମାରିଛନ୍ତି l ମୁଖ୍ୟଅତିଥି ଭାବେ ଯୁବନେତା ସୁଦିପ ସା ଉକ୍ତ ସ୍ଥାନକୁ ଆସି ଖେଲାଳୀଙ୍କ ମନୋବଳ ବଢାଇଥିଲେ l