-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
କଳାହାଣ୍ଡି,କୋକସରା(ତ୍ରିନାଥ ଵେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ସାନପୋଡାଗୁଡା ଗ୍ରାମପଞ୍ଚାୟତ ସାନପୋଡାଗୁଡା ଗ୍ରାମର ରାଜୀବ କଲୋନୀ ନିବାସୀ ଭୂପିନ୍ଦ୍ର ବାଗ ଅତି ନିରୀହ ଗରିବ ଶ୍ରେଣୀର, ତାଙ୍କ ପୁଅ ରୁପେଶ ବାଗ ବୟସ -୦୬ ବର୍ଷ ସେ ସିକ୍ଲିନ୍, ହାର୍ଟ, ଲିଭର୍ ରୋଗରେ ପୀଡ଼ିତ l ସେ ଜଣେ ନିରୀହ ଗରିବ ବ୍ୟକ୍ତି ହୋଇଥିବାରୁ,ଏହି ପରିସ୍ଥିତିରେ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷରେ କଷ୍ଟକର ଏଣୁ ସେ ସରକାର ଙ୍କୁ ନିବେଦନ କରି ସହାୟତା ଲୋଡୁଛନ୍ତି। ଯଦି ପ୍ରସାଶାନ ତାଙ୍କ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଚିକିତ୍ସା କରାଇ, ଯେକୌଣସି ଭତ୍ତା ଓ ରାଶନ୍ କାର୍ଡ଼ ମାଧ୍ୟମରେ ଚାଉଳ ଯୋଗାଇ ଦେଲେ ତାଙ୍କ ପରିବାର ଉପକୃତ ହେବେ ବୋଲି ସରକାର ଙ୍କୁ ନିବେଦନ କରିଛନ୍ତି l