-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ବଲାଙ୍ଗିର,(ପ୍ରେରଣା ଖବର)- ବଲାଙ୍ଗିର ରୁଗୁଡିପଡା ମୂଳନିବାସୀ ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ର (୬୯)ଙ୍କ ହୃଦଘାତ ଯୋଗୁଁ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି । ସେ ତାଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି । ଶ୍ରୀ ମିଶ୍ରଙ୍କ ଧର୍ମପତ୍ନୀ ଡ. ଜ୍ୟୋତି ମିଶ୍ର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ହିନ୍ଦି ବିଭାଗରେ ଅବସରପ୍ରାପ୍ତ ସହାୟକ ପ୍ରଫେସର ଥିଲେ । ତାଙ୍କ ପରଲୋକରେ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି ।