-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ବୌଦ୍ଧ // ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଖଟଖଟିଆ ଗ୍ରାମର ସତ୍ୟବାଦୀ ନାଏକ ଗୋଟିଏ ବର୍ଷ ହେଲା ପାଇଖାନା ନିର୍ମାଣ କରି ସାରିଥିଲେ ମଧ୍ୟ ସରକାର ଦେଉଥିବା ବାରହଜର ଟଙ୍କାରୁ ବଞ୍ଚିତ ହୋଇ ଥିବାର ଅଭିଯୋଗ ହେଉଛି ମିଳିଥିବା ସୂଚନା ମୁତାବକ କଣ୍ଟାମାଳ ବ୍ଳକର ଆରଡକ୍କୁ ଏସ୍ଏସ୍ ଜେଇ ଯେନା ବାବୁ କହିବା ଅନୁଯାଇ ଶ୍ରୀନାଏକ ଧାରଉଧାର କରି ୨୦୨୧ ମସିହାରେ ନିଜ ଘରେ ଏକ ପାଇଖାନା ନିର୍ମାଣ କରିଥିଲେ ନିର୍ମାଣ ଧିନପାଇଖାନା ସମ୍ପୂର୍ଣ୍ଣ ହେଲା ପରେ ବିଭାଗ ତରଫରୁ ଜିଓ ଟେକିଙ୍ଗ କରି ବାର ହଜାର ମିଳିବ ବୋଲି ଆବଶ୍ୟକୀୟ କାଗଜପତ୍ର ହିତାଧି କାରୀ ପାଖରୁ ନେଇ ପ୍ରତିଶୃତି ଦିଆଗଲା କିନ୍ତୁ ଗୋଟିଏ ବର୍ଷ ହେଲା କୌଣସି ପଇସା ପତ୍ର ନାଏକ ଙ୍କ ଏକା ଉଣ୍ଟରେ ପଡିନ ଥିବା ସେ କହିଛନ୍ତି ଏଣୁ ସରକାର ଦେଉଥିବା ସୁବିଧା ସୁଯୋଗ ରୁ ସେ ବଞ୍ଚିତ ହୋଇଛନ୍ତି ଏ ବିଷୟ ନେଇ ବୌଦ୍ଧ ଆରଡବ୍କୁଏସ୍ଏସ୍ ଅଧିକାରୀ ମୋନୋହରୀ ଆଜ୍ଞା ଙ୍କୁ ବିଶ୍ଵବାଣୀ ସାମ୍ବାଦିକ ଯୋଗାଯୋଗ କରିବାରୁ ମହାଶୟ କହିଲେ ଯିଏ ୱର୍କ ଅଡର ଦେଇଛନ୍ତି ତାଙ୍କୁ କୁହନ୍ତୁ ମୋତେ କଣ ପାଇଁ ଫୋନ କରୁଛନ୍ତି ଏଣୁ ଆପଣ ସାମ୍ବାଦିକ ହେବାର ଯୋଗ୍ୟ ନୁହନ୍ତି ଏଣୁ ଏପରି ଅଫିସର ବୌଦ୍ଧ ଜିଲ୍ଲାର ଶାସନ ଦାଇତ୍ଵ ଭାର କିପରି ଜନସାଧାରଣ ଉପକାର କରୁଥିବେ ଭଲ ଭାବରେ ଜଣାପଡୁଛି । ଏଣୁ ବୌଦ୍ଧ ଜିଲ୍ଲାପ୍ରଶାସନ ଅଧିକାରୀ ତଦନ୍ତ କରି ହିତାଧିକାରୀ କୁ ପ୍ରାପ୍ୟ ଯୋଗାଇ ଦେଲେ ଉପକୃତ ହେବେ ବୋଲି ସେ ଦାବୀ କରିଛନ୍ତି।ଏହା ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।