-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ଲୋଇସିଂହା/ଆଗଲପୁର, ଆଗଲପୁର ବ୍ଲକ ଝରଣୀପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଞ୍ଚାୟତସ୍ତରୀୟ ଆଦିବାସୀ କଲ୍ୟାଣ ସଂଘ ଗଠନ କରାଯାଇଛି l ଚନ୍ଦ୍ରମଣୀ ଭୋଇଙ୍କ ସଭାପତିତ୍ତ୍ଵରେ ଆଦିବାସୀ କମିଟି ଗଠନ କରାଗଲା । ସଭାପତି ଭାବରେ ଟଙ୍କଧର ଭୋଇ, ଉପ ସଭାପତି ଭାବରେ ଶ୍ରୀମତି ଗୀତା ବୁଡେକ୍ , ସମ୍ପାଦକ ଘନଶ୍ୟାମ ଧରୁଆ,ସହସଂପଦକ ପ୍ରଫୁଲ୍ଲ କେଶରାଲ , କୋଷାଧ୍ୟକ୍ଷ ସଦାନନ୍ଦ ବାରିହା, ସହ କୋଷାଧ୍ୟକ୍ଷ ଶତ୍ରୁଘ୍ନ ମିର୍ଦ୍ଧା, ଆଡିଟର
ଗୋବିନ୍ଦ ଭୋଇ, ଚପରାସି ମଙ୍ଗଲୁ ଭୋଇ, ଉପଦେଷ୍ଟା ଗଙ୍ଗରାଜ ଧରୁଆ ଓ ନୃପ ମିର୍ଦ୍ଧା, କମିଟି ର ସଦସ୍ୟ ମାନେ ହେଲେ ବୁଧୁ କେଶରାଲ, ଅମିଲ କେଶରାଳ ଲୀଳାବତୀ କେଶରାଳ, ଚୂଡ଼ାମଣି ଭୋଇ , ରୋହିଣୀ ବିଶ୍ଵାଳ , ଉର୍ମିଲା ଛତ୍ରିଆ , ମଧୁମଙ୍ଗଲ ଭୋଇ , ଗୀତା ନାଗ, ତପସ୍ଵିନୀ ଭୋଇ,ଯୋଗେଶ୍ୱର ଧରୁଆ, ଖଗେଶ୍ବର ଧରୁଆ, ଗୋବିନ୍ଦ ଧରୁଆ, ଜନନୀ ଧରୁଆ, ହିରାବତୀ ଧରୁଆ, ଡୋଲାମଣୀ ବରିହା, ସନ୍ତୋଷିନି ବରିହା , ଉମାକାନ୍ତ ବରିହା। ଦେବେନ୍ଦ୍ର ପୁଟ୍ଟl ସଭାପରିଚାଲଣ କରିଥିବା ବେଳେ ଧର୍ମରାଜ ବରିହା ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l