-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2022
ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜୁଣ୍ଡା ପଞ୍ଚାୟତ ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷୀରସିନ୍ଧୁ ସେଠ ଆହ୍ବାନ କ୍ରମେ ବୈଠକ ଆରମ୍ଭ କରାଯାଇଥିଲା l ଏଥିରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ଓ କଂଗ୍ରେସ ଦଳ କୁ କିପରି ତୃଣମୂଳ ସ୍ତରରେ ସୁସଙ୍ଗଠିତ ହୋଇ ଆଗାମୀ ଦିନରେ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ମାନେ ବିଜୟୀ ହେବେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ଅନନ୍ତ ହୋତା ଙ୍କୁ ସର୍ବସମ୍ମତି କ୍ରମେ ଅର୍ଜୁଣ୍ଡା ପଞ୍ଚାୟତ ର କଂଗ୍ରେସ ସଭାପତି ଭାବେ ମନୋନୀତ କରାଯାଇଛି। ଏଥିରେ ଅର୍ଜୁଣ୍ଡା ପଞ୍ଚାୟତ ର ସମସ୍ତ ଗ୍ରାମ ର ଜନସାଧାରଣ ଯୋଗ ଦେଇଥିଲେ। ଏଥ ଅବନୀ କୁମାର ପାଢ଼ୀ, ବିଶ୍ଵଜିତ ହୋତା, ସତ୍ୟ ପାଢ଼ୀ, ପଞ୍ଚା ଭଏନା, ରୋହିତ ମହାନନ୍ଦ, ଅଲେଖ ଛତର, ଅକ୍ଷୟ ତାଣ୍ଡିଆ, ମୁରଲୀ ମିର୍ଦ୍ଧା, ବସୁଦେବ ମିର୍ଦ୍ଧା, ମନବୋଧ ପୋଢ,ଖେଡୁ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ