-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

ପାଣି ଖୋଜୁଛନ୍ତି ରୋଗୀ ପାଣି ପାଇଁ ଖୋଜୁଛି ହସ୍ପିଟାଲ, ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭ ଦିନ ହେଲା ପାଣି ନାହିଁ ରୋଗୀ ହନ୍ତସନ୍ତ

08-Jan-2022



ସିନ୍ଧେକେଲା //ସରକାର ରୋଗୀଙ୍କୁ ଉତ୍ତମ ସେବା ଦେବା ସହ ଡାକ୍ତରଖାନାର ଭିତ୍ତିଭୂମି ସଜାଡ଼ିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରସାଶନିକ ଅଧୀକାରୀ ଙ୍କ ଅବହେଳା ଯୋଗୁଁ ଏହି ସବୁ ଯୋଜନା ଫେଲ ମାରୁଛି । ଗୋଟିଏ ଅଫିସର କିମ୍ବା କର୍ମଚାରୀଙ୍କ ଅବହେଲା ଶହଶହ ଲୋକଙ୍କୁ ହଇରାଣ ହରକତ ରେ ପକାଇ ଦେଇପାରେ । ଏହାର ଜ୍ବଳନ୍ତ ଉଦାହରଣ ହେଲା ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଗତ ୭ ଦିନ ହେଲା ଡାକ୍ତରଖାନା ରେ ପାଣି ଆସୁ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଡାକ୍ତରଖାନା କୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । 

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବଲାଙ୍ଗୀର , କଲାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତ ରେ ଅବସ୍ଥିତ ଥିବାରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପଡ଼ୋଶୀ ଜିଲ୍ଲାର ଲୋକେ ମଧ୍ଯ ନିର୍ଭର କରିଥାନ୍ତି । ହେଲେ ଏହି ଡାକ୍ତରଖାନା ରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗତ ୭ ଦିନ ହେଲା ଡାକ୍ତରଖାନା ରେ ପାଣି ଆସୁ ନଥିବାରୁ ରୋଗୀ ମାନଙ୍କ ସହ ଚିକିତ୍ସକ ମାନେ ବି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାରେ ଥିବା ବିଭିନ୍ନ ଟେପ ଖୋଲିଲେ କୌଣସି ଟେପ ରୁ ପାଣି ବାହାରୁ ନାହିଁ । ପାଣି ଆସୁନଥିବାରୁ ଅସ୍ଵଛ୍ଛକର ପରିବେଶ ରେ ରହୁଥିବା ଅଭିଯୋଗ କରୁଛନ୍ତି ରୋଗୀ । ଡାକ୍ତରଖାନା ର ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଖବର ପାଇ ଜିଲ୍ଲା ବିଜେଡି ଉପ ସଭାପତୀ ଉମାକାନ୍ତ ସାହୁ , ବିଜେଡି ନେତା ରୁପେଶ ବେହେରା, ଭକ୍ତବନ୍ଧୁ ବେହେରା , ବିରଞ୍ଚି ଜାଳ, ଧୁବଳେ ମାଝୀ ପ୍ରମୁଖଙ୍କ ସହ ସ୍ଥାନୀୟ ଲୋକେ ଆଜି ଡାକ୍ତରଖାନା ରେ ପହଞ୍ଚି ବିଭିନ୍ନ ନାରାବାଜୀ କରିବାସହ  ସ୍ଥାନୀୟ ମେଡିକାଲ ଅଫିସର ଓ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁଚନାନୁଯାଇ ଡାକ୍ତରଖାନା ପାଇଁ ଯେଉଁ ଡିପ ବୋରୱେଳ ପାଣି ସଂଯୋଗ କରାଯାଇଛି ତାର ମୋଟର ପୋଡି ଯାଇଥିବା ଓ ଆରଡବ୍ଲୁଏସଏସ ବିଭାଗ ର ପାଇପ ଲାଇନ ଯୋଗେ ପାନୀୟଜଳ ଯୋଗାଣ କନେକ୍ସନ ରୁ କିଛି ଲୋକ ଚୋରା ଭାବରେ ପାଣି ପାଇପ ଲଗାଇ ନିଜ ନିଜ ଘରକୁ ନେଇଛନ୍ତି ଯାହାଦ୍ୱାରା ଡାକ୍ତରଖାନା କୁ ପାଣି ଆସୁ ନାହିଁ । ଅତିଶୀଘ୍ର ଯେଉଁ ମାନେ ଏହି କାମ କରିଛନ୍ତି ତାଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାଣି ସଂଯୋଗ କାଟିବା ପାଇଁ ଦାବି କରିଛନ୍ତି । ଏ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ବିଶ୍ବରଞ୍ଜନ ଖୁଣ୍ଟିଆ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଡିପ ବୋରୱେଳ ଏଠାରେ ସଫଳ ହେଉନାହିଁ ଘଣ୍ଟାଏ ଚାଳିବା ମୁସ୍କିଲ କିଛିଦିନ ହେବ ମୋଟର ଖରାପ ହୋଇଥିବାରୁ ତାକୁ ଠିକ କରିବା ପାଇଁ ଦିଆଯାଇଛି। ଏପଟେ ହସ୍ପିଟାଲ କୁୁ ଆସିଥିବା ସପ୍ଲାଇ ପାଇପ ଲାଇନ ପାଣି କନେକ୍ସନ ରୁ ଚୋରା ଭାବରେ ପାଣି ସଂଯୋଗ କରିଥିବା ସଂଯୋଗ କୁ କାଟିବାକୁ ସେ ବ୍ଲକ ପ୍ରଶାସନ କୁ ଜଣାଇଥିଲେ ହେଁ ତାହା କଟାନଯିବାରୁ ଅସୁବିଧା ହୋଇଥିବା ସେ କହିଛନ୍ତି। ଘଟଣା ସ୍ଥଳକୁ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସତ୍ଯ ସାରଦା ମହାନ୍ତି ପହଞ୍ଚି ସ୍ଥିତି ଅନୁଧ୍ଯାନ କରିବାସହ ସେ କହିଛନ୍ତି ଯେ ଡାକ୍ତରଖାନା ରେ ଥିବା ଡିପ ବୋରୱେଳ ର ମୋଟର ପୋଡିଯାଇଥିବାରୁ ଏହି ସବୁ ସମସ୍ଯା ହୋଇଛି ମୋଟର ଠିକ ହେଲେ ପାଣି ର ଅସୁବିଧା ହେବ ନାହିଁ । ଏବଂ ବର୍ତ୍ତମାନ ପାଇପ ଲାଇନ ପାଣି ପାଇବାକୁ ହେଲେ ଏକ ମୋଟର କିଣି ଲଗାଇଲେ ପାଇପ ଲାଇନ ପାଣି ଆରାମରେ ଆସିଯିବ ବୋଲି କହିବାରୁ ମୋଟର ଅଣାଯାଇ ପାଣି ଅସୁବିଧା ଦୁର ହୋଇଥିବା ଯନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି । ଡାକ୍ତରଖାନା କୁ ଅତିଶୀଘ୍ର ଜଳଯୋଗାଣ ର ସ୍ଥାୟୀ ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଉପସ୍ଥିତ ଥିବା ନେତା ଓ ଜନସାଧାରଣ ଚେତାବନୀ ଦେଇଛନ୍ତି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like