-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ଗଞ୍ଜାମ //ସାରା ରାଜ୍ୟ ରେ ୧୫ ରୁ ୧୮ ବର୍ଷ ବୟସ କିଶୋର ଙ୍କୁ କୋଭିଡ ଟୀକା କରଣ ଲାଗି ସରକାର ନିଷ୍ପତି ନେଇଛନ୍ତି l ଏଥିଲାଗି ସରକାରଙ୍କ ପକ୍ଷରୁ ଟୀକା କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି କରାଯାଇଛି l ଅନ୍ୟପଟେ ଟୀକା ନେବାଲାଗି କିଶୋର ମାନେ ମଧ୍ୟ ଆଜି କୋଦଳା ଲଷ୍ମୀନାରାୟଣ ମହାବିଦ୍ୟାଳୟରେ ଟୀକା କେନ୍ଦ୍ର ଖୋଲା ଯାଇଥିଲା lଟୀକା ନେବା ଲାଗି କଲେଜ ଛାତ୍ର ଛାତ୍ରୀ ଆସି ଟୀକା ନେବା ପରେ ଖୁସି ବ୍ୟକ୍ତ କରିଛନ୍ତି l
ଏଥିରେ କଲେଜ ଅଧ୍ୟକ୍ଷ ଡ଼ ସିମାଞ୍ଚଳ ମୁନି, ରେଡ଼କ୍ରସ କାଉଁସିଲର ସାସାଲିପି ନାୟକ, ଏନ. ଏସ. ଏସ ପୋଗ୍ରାମ ଅଫିସର ସରୋଜ କୁମାର ଆଚାର୍ଯ୍ୟ, ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ କାଳନ୍ଦୀ ଚରଣ ଦାସ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ