-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବାଦୀଵାହଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସ୍କୁଲ ସହ ଶିକ୍ଷା ନିରୀକ୍ଷକ ରାଜେନ୍ଦ୍ର ବିଶ୍ୱାଳ ଛେଲବାହାଲ ଗ୍ରାମରେ ୩୩ ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଏହି ଶୀତକାଳୀନ ସମୟରେ କମ୍ବଳ ବଣ୍ଟନ କରିଥିଲେ l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଶୀଲ ପଧାନ, ପ୍ରହଲ୍ଲାଦ କର୍ମୀ, ଆର୍ତ୍ତତ୍ରାଣ ପଧାନ, ଜଳଧର ତରିଆ ପ୍ରମୁଖ ଉପସ୍ଥିତ ରହି କମଳ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।