-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
କେନ୍ଦ୍ରପଡା (ଶିବ ପ୍ରସାଦ ସେନାପତି) ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଗୋତ୍ରବିଲ୍ ଗ୍ରାମରେ ବଜ୍ର ମହାକାଳୀ କ୍ରିକେଟ୍ କ୍ଳବ୍ ଆନୁକୁଲ୍ୟରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଦ୍ମପୁର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ
ଶ୍ରୀଯୁକ୍ତ ଭଜହରି ସେନାପତି ଉଦଘାଟନ କରିଥିଲେ।ଆଜିର ଟୁର୍ଣ୍ଣାମେଣ୍ଟରେ ଡେଞ୍ଜର ଇଲେଭେନ୍ କ୍ରିକେଟ୍ ଟିମ୍,ସାରଳା ରୋଡ ଏବଂ ମା କାଳୁଆନି କ୍ରିକେଟ୍ ଟିମ୍, ହଳଦିଆ ଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମା କାଳୁଆଣି କ୍ରିକେଟ୍ ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲା। ୨୦ ଓଭର୍ ରେ ୨୧୮ ରନ୍ କରିଥିଲା। ଏହାପରେ ମା କାଳୁଆଣି କ୍ରିକେଟ୍ ଟିମ୍ ବିଜୟ ଲାଭ କରିଥିଲା। ଏହି ଟି-୨୦ ମ୍ୟାଚ୍ ସାତଦିନ ଧରି ଖେଳାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।