-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
03-Jan-2022
ଢେଙ୍କାନାଳ / ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ରାଇତଳl ପଞ୍ଚାୟତର କୋକେଇଦା ଗ୍ରାମର ମହାମାୟୀଙ୍କ ପୀଠରେ ସେହି ଗ୍ରାମର ଦୁଷ୍ମତ ବାରିକ ଓ ତାଙ୍କ ପତ୍ନୀ ଛବିରାଣୀ ବେହେରାଙ୍କ ଆହ୍ୱାନ କ୍ରମେ ଗ୍ରାମର ଲୋକମାନେ ଉପସ୍ଥିତ ହୋଇ ମହାମାୟୀଙ୍କ ପୀଠରେ ନୂତନ ବର୍ଷ ଉପଲକ୍ଷେ କେକ କlଟି ନିଆରା ଢଙ୍ଗରେ ଇଂରାଜୀ ନବ ବର୍ଷ ପାଳନ କରିବା ସହିତ ଆଗାମୀ ଦିନରେ କିପରି ଲୋକ ମାନଙ୍କ ସୁବିଧା ଅସୁବିଧା ସମୟରେ ନିଜକୁ ସମର୍ପିତ କରି ଲୋକଙ୍କ ପାଖରେ ପହଞ୍ଚି ପାରିବେ ସେ ବିଷୟରେ କହିଥିଲେ ଆଶାୟୀ ସରପଞ୍ଚ ପ୍ରାର୍ଥୀନୀ ଛବିରାଣୀ ବେହେରା ଓ ରାଇତଳl ପଞ୍ଚlୟତର ଯୁବ ସମାଜସେବୀ ଦିପେଶ କୁମାର ମିଶ୍ର ସମସ୍ତଙ୍କୁ ନୂଆଁ ବର୍ଷର ଶୁଭେଚ୍ଛା ଜଣାଇଥିଲେ l