-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
02-Jan-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଗ୍ରାମରେ ବଉଳ ଯାତ୍ରା ଅବସରରେ "କୋଶଲି କବିତା ଆସର" ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ
ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦକ ଶ୍ରୀଯୁକ୍ତ ମକୁନ୍ଦ
ଧରୁଆ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମର କବି ଶ୍ରୀଯୁକ୍ତ ସଞ୍ଜୟ କୁମାରମିଶ୍ରଙ୍କୁ ମାନପତ୍ର ପ୍ରଦାନକରି ସମ୍ମାନୀତ କରିଛନ୍ତି।ଏହା ପୂର୍ବରୁ ମଧ୍ୟ ଶ୍ରୀଯୁକ୍ତ ମିଶ୍ର ଅନେକ ଅନୁଷ୍ଠାନରୁ ସମ୍ମାନୀତ ହୋଇଥିବା ଜଣାଯାଇଛି ।