ବିନିକା(ହିମାଂଶୁ ଶେଖର ପୁଟେଲ)// ଦୁନିଆକୁ ଯୋଗାଉଥିବା ଆହାର ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି ।ଯାହା ଫଳରେ ଚାଷୀକୁ ତାର ଝାଲବୁହା ପରିଶ୍ରମ ମିଳିବା ତ ଦୂରର କଥା ବରଂ କ୍ଷତିର ସମ୍ଭୂଖୀନ ହେବାକୁ ପଡୁଛି । ଅମଳ ଧାନକୁ ବିକ୍ରି ପାଇଁ ନେଲେ ମିଲରଙ୍କ କଟଣୀ ଛଟଣୀ ଯୋଗୁଁ ସରକାରୀ ଧାର୍ଯ୍ୟ ମୂଲ୍ୟ ପାଇବାରୁ ଚାଷୀ ଵଞ୍ଚିତ ହେବା ସହ ବହୁ ଦୁଃଖ କଷ୍ଟରେ ଧାର ଉଧାର ସାହୁକାରକୁ ପରିଶୋଧ କରୁଥିବା ବେଳେ ବର୍ଷ ତମାମ ପରିବାର ପରିପୋଷଣ ପାଇଁ ଦାନା ମୁଠିଏ ଜେନେତେଣେ

"/>

-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଗୋଟିଏ ପଟେ ବଣୁଆ ହାତୀପଲ ଓ ଅନ୍ୟପଟେ ଅଦିନିଆ ବର୍ଷା,କୁଆପଥର ମାଡ଼,ଚାଷୀର ମେରୁଦଣ୍ଡ ଭାଙ୍ଗିଲା

31-Dec-2021



ବିନିକା(ହିମାଂଶୁ ଶେଖର ପୁଟେଲ)// ଦୁନିଆକୁ ଯୋଗାଉଥିବା ଆହାର ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି ।ଯାହା ଫଳରେ ଚାଷୀକୁ ତାର ଝାଲବୁହା ପରିଶ୍ରମ ମିଳିବା ତ ଦୂରର କଥା ବରଂ କ୍ଷତିର ସମ୍ଭୂଖୀନ ହେବାକୁ ପଡୁଛି । ଅମଳ ଧାନକୁ ବିକ୍ରି ପାଇଁ ନେଲେ ମିଲରଙ୍କ କଟଣୀ ଛଟଣୀ ଯୋଗୁଁ ସରକାରୀ ଧାର୍ଯ୍ୟ ମୂଲ୍ୟ ପାଇବାରୁ ଚାଷୀ ଵଞ୍ଚିତ ହେବା ସହ ବହୁ ଦୁଃଖ କଷ୍ଟରେ ଧାର ଉଧାର ସାହୁକାରକୁ ପରିଶୋଧ କରୁଥିବା ବେଳେ ବର୍ଷ ତମାମ ପରିବାର ପରିପୋଷଣ ପାଇଁ ଦାନା ମୁଠିଏ ଜେନେତେଣେ

ପ୍ରକାରରେ ସାଇତି ରଖିବାକୁ ପ୍ରୟାସ କରୁଛି ।ସୂଚନା ଯୋଗ୍ୟଯେ ଚଳିତ ଖରିଫ ଋତୁରେ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀର ମେରୁଦଣ୍ଡକୁ ଓଲଟ ପାଲଟ କରିଥିବା ବେଳେ ଅନ୍ୟପଟେ ଉଲୁଣ୍ଡା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ମହାନଦୀ ପାରି ହୋଇ ବଣୁଆ ହାତୀପଲ ବିନିକା ଅଞ୍ଚଳକୁ ଚାଲି ଆସି ଚାଷ ଜମିର ଧାନ ଖାଇଜିବା ସହ ପାଦରେ ଦଳି ଚକଟି ନଷ୍ଟ କରି ପୁନର୍ବାର ଗନ୍ତବ୍ୟ ସ୍ଥଳକୁ ଚାଲିଯିବା ଘଟଣା ଗତ୧୫ରୁ୨୦ ଦିନ ହେଲା ଲାଗି ରହିଛି । ଅଦିନିଆ ବର୍ଷା ପରେପରେ ଓ ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ନିଜର କଷ୍ଟପାର୍ଜିତ ଧାନକୁ ତରବରିଆ ଭାବେ ଚାଷ ଜମିରୁ କାଟି ଆଣି ବିଭିନ୍ନ ଖଳାରେ ଶୁଖାଇଥିବା ବେଳେ ଗତକାଲି  ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ବ୍ୟାପକ ମାତ୍ରାରେ ଧାନ ଭିଜି ଯାଇଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।ଯଦି ମେଘୁଆ ପାଗ ଲାଗି ରୁହେ ତେବେ ଭିଜି ଥିବା ଗଜା ହେବାର ସମ୍ଭାବନା ରହିଛି । ଫଳରେ ବିକିବା ସମୟରେ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଵ ଏଥିରେ ସନ୍ଦେହ ନାହିଁ ।ସେହିପରି ଗତ ଦୁଇଦିନ ହେଲା ଡେରା ପକାଇ ଥିବା ଜଙ୍ଗଲି ହାତୀପଲ ବିନିକା ଅଞ୍ଚଳର ଯେଉଁ ଆଡ଼କୁ ଯାଉଛନ୍ତି ହାବୁଡ଼ରେ ପଡୁଥିବା ଖଳାରେ ଥିବା ଧାନ ଖାଇ ଝିଣ୍ଟି ଦେଉଥିବା ବେଳେ ଡାଲୁଆ ଚାଷ ପାଇଁ ପ୍ରସ୍ତୁତ ଚାଷୀଙ୍କ ପଲ୍କାଘାରି ମଧ୍ୟ ନଷ୍ଟ କରି ଦେଉଛନ୍ତି । ସୂଚନା ଥାଉକି

ଉଲୁଣ୍ଡା ଜଙ୍ଗଲରୁ ମହାନଦୀ ପାରି ହୋଇ ବଣୁଆ ହାତୀପଲ ବିନିକା ଅଞ୍ଚଳର ସେଲେଡି, କର୍ତଙ୍ଗ,ଝରାପଡ଼ା, ଗରିଆପାଲି,ତୁଲୁଣ୍ଡୁପାଳି, ମନିଗାଁ ଝରାପଡ଼ା ପ୍ରଭୃତି ନଦୀକୁଳ ଗ୍ରାମ ମାନଙ୍କ ଚାଷ ଜମିର ଧାନ ଫସଲ ନଷ୍ଟ କରି ଥିବା ବେଳେ ଉଲ୍କେ ଗ୍ରାମର ୫ଜଣ ଚାଷୀଙ୍କ ପ୍ରାୟ ୧୭ ଏକର ପଲ୍କା ଘାରି ମାଡ଼ି ନଷ୍ଟ କରିଦେଇଛନ୍ତି ।ସେହିପରି ଗତକାଲି ରାତିରେ ଏହି ହାତୀପଲ ବିନିକା ବ୍ଲକର ଭଣ୍ଡାର, ଚୁଲିମାଲ ଜଙ୍ଗଲ ଅଭିମୁଖେ ଯିବା ବେଳେ ବାଟରେ ଥିବା ସିଲାଟି,ଗୁଲୁଣ୍ଡା,ପିତେଇପାଲି,ମହୁଳପାଲି ଆଦି ଗ୍ରାମର ଅନେକ ଚାଷୀଙ୍କ ଖଳାରେ ଥିବା ଗଚ୍ଛିତ ଧାନ ଖାଇ ନଷ୍ଟ କରି ଦେଇଥିବା ସୁଚନା ମଳିଛି । ଅନ୍ୟପଟେ ନିକଟସ୍ଥ ସିଂହିଯୁବା ଜଙ୍ଗଲରୁ ପ୍ରତିଦିନ ରାତିରେ ବାରହା ପଲ ନିକଟସ୍ଥ ଚାଷ ଜମି ମାନଙ୍କରେ ଆତଙ୍କ ଖେଳାଉ ଥିବାରୁ ଚାଷୀ   ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like