-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଚାଷୀ ଙ୍କୁ ପଡ଼ିଛି ଅକାଳ ଚଡକ: ଏନେଇ ବସିଲା ଚାଷୀଙ୍କ ବୈଠକ

30-Dec-2021



ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ମାଣ୍ଡୋସିଲ ଆଞ୍ଚଳିକ କୃଷକ ମହାସଂଘ ପକ୍ଷରୁ ଏକ ଜରୁରୀ ବୈଠକ ମହାସଂଘ ର ସଭାପତି ଶ୍ରୀମାନ ଗିରିଶ କୁମାର ଡନସନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି lପ୍ରକୃତି ର ନିଷ୍ଠୁର ପ୍ରହାର, ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଚିରମରୁଡ଼ି ପ୍ରପିଡିତ ଅଂଚଳ ଭାବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବାକୁ ଯାଉଥିବା ପଦ୍ମପୁର ଅଞ୍ଚଳ ରେ ମରୁଡ଼ିର ପଦଧ୍ୱନୀ ସତ୍ୱେ ବର୍ଷାଭାବ ରେ ମଧ୍ୟ ଚାଷୀ ମୁଠାଏ ଧାନ ଅମଳ କରିପାରିଥିଲା ସତ କିନ୍ତୁ ଚାଷୀ ଙ୍କ ପ୍ରତି ଅକାଳ ଚଡକ ପଡିଲା ଭଳି ଏବେ ସୃଷ୍ଟି ହୋଇଛି lମଣ୍ଡିରେ ଦିର୍ଘଦିନ ଧରି ଖୋଲା ଆକାଶ ତଳେ ପଡ଼ିରହିଛି ଅମଳ କରିଥିବା ଧାନ ବସ୍ତା lସରକାରୀ ନିର୍ଦ୍ଧାରିତ ଦର ରେ ବିକ୍ରୟ କରି ବା ପାଇଁ ମଣ୍ଡି କୁ ନେଇଥିଲା ଧାନ ଚାଷୀ ହେଲେ ହଠାତ କରକା ମାଡ଼ ସହ ଅଦିନିଆ ପ୍ରବଳ ବର୍ଷା ହେବା ଦ୍ବାରା ଧାନ ସବୁ ସମ୍ପୁର୍ଣ୍ଣ ଓଦା,ଆଗକୁ ବର୍ଷା ଲାଗି ରହିବ ବୋଲି ଚାଷୀ ଏକ ପ୍ରକାର ସନ୍ଦେହଘେରରେ lଏ ନେଇ ଚାଷୀଙ୍କ ମନରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା lଉପରୋକ୍ତ ବର୍ଷା ଯୋଗୁଁ ଧାନ ନଷ୍ଟ ହେବା ଏବଂ ଏହାର ଅନେକ କାରଣ କୁ ନେଇ ବୈଠକରେ ଆଲୋଚନା ଓ ପ୍ରଯ୍ୟାଲୋଚନା ହୋଇ ନିମ୍ନଲିଖିତ କେଇଗୋଟି ପ୍ରସ୍ତାବ ଉପନିତ କରାଯାଇଛି lସେ ଗୁଡିକ ହେଲା ୧-ଧାନମଣ୍ଡି ରେ ଟୋକନ ପାଇବାପରେ ଚାଷୀ ଉପର୍ଜିତ ଧାନ ମଣ୍ଡି ରେ ଜମା କରୁଛି ହେଲେ ଧାନ ର ସୁରକ୍ଷା ପାଇଁ ତାରପୋଲିନ ର ସୁବ୍ୟବସ୍ଥା କରାଯାଇନି l୨-ଧାନମଣ୍ଡିରେ ଟୋକନ୍ ପାଇଥିବା ଚାଷୀ ଧାନ ମଣ୍ଡି ରେ ଜମା କଲାପରେ ସରକାର ସମସ୍ତ ସୁରକ୍ଷା ଦାୟିତ୍ବ ନେବା କଥା,ଯଦି ମଣ୍ଡିରେ କ୍ଷୟକ୍ଷତି ହୁଏ ତେବେ ସରକାର ଦାୟିତ୍ଵ ହେଉଛି ଚାଷୀ ଙ୍କୁ ଭରଣା ଦେବା ଆବଶ୍ୟକ l୩-ଧାନ କିପରି ଶିଘ୍ର ଉଠିବା, ସରକାର ସେ ଦିଗରେ ଉଚିତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ଅଟେ ୪-ମଣ୍ଡି ହୋଇଥିବା ସ୍ଥାନରେ ସରକାର ଗୋଦାମ ଗୃହ ଅତିଶିଘ୍ର ନିର୍ମାଣ କରିବା ଆବଶ୍ୟକ ଅଟେ lଏନେଇ ଆସନ୍ତା ତିନିଦିନ ମଧ୍ୟରେ ଚାଷୀ ମାନଙ୍କ ଦାବି ଗୁଡିକ ସରକାର ଗ୍ରହଣ ନକଲେ ଆସନ୍ତା ତା:-୦୩.୦୧.୨୦୨୨ରିଖ ନୂତନ ବର୍ଷ ର ନୂତନ ମାସ ସାଙ୍ଗକୁ ସୋମବାର ଦିନ ପଦ୍ମପୁର-ନୂଆପଡା ରାସ୍ତା (ବିଜୁ ଏକ୍ସପ୍ରେସ ଓ୍ୱେ)କୁ ବରତୁଣ୍ଡା ବଜାର ପ୍ରାଙ୍ଗଣ ଠାରେ ରାସ୍ତା ରୋକ କରାଯିବାନେଇ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି lତାହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଭୁବନେଶ୍ବର, ଜିଲ୍ଲାପାଳ ବରଗଡ, ଉପଜିଲ୍ଲାପାଳ ପଦ୍ମପୁର, ତହସିଲଦାର ପାଇକମାଲ, ବିଡ଼ିଓ ପାଇକମାଲ, ଭାରପ୍ରାପ୍ତ ଥାନା ଅଧିକାରୀ ପାଇକମାଲ, ରାଜସ୍ୱ ନିରୀକ୍ଷକ ମାଣ୍ଡୋସିଲ,ଜାମସେଠ,ସିନ୍ଧେଇକେଲା,ଝିଟକୀ ଙ୍କୁ ଏ ବିଷୟ ରେ ଆଗତୁରା ଜଣାଇ ଦିଆଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like