-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଓଡିଶା ସରକାରଙ୍କ ଆଦିବାସୀ ମାରଣ ନୀତି ବିରୁଦ୍ଧରେ ଆସନ୍ତା ତା ୩୦/୧୨/୨୦୨୧ ଗୁରୁବାର ଦିନ ଲୋଇସିଂହା ଆଦିବାସୀ ଭଵନ ଠାରେ ରାଜ୍ୟସ୍ତରୀୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ହେବାର ସ୍ତିରୀକୃତ କରାଯାଇଛି l ଶ୍ରୀ ଶ୍ୟାମସୁନ୍ଦର ଭୋଇଙ୍କ ଅଧକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଆଦିବାସୀ ନେତା ଅଶୋକ ବରିହା, ଭୋଳାନାଥ ମିର୍ଧା, ଦେବାଶିଷ ବିଶୋଇ, ଗୋପାଳ ପ୍ରଧାନ, ବଂଶୀଧର କାଲସାଏ, ଦେବେନ୍ଦ୍ର ପୁଟା, ଭୁବନେଶ୍ୱର ଧରୁଆ, ପୂର୍ଣ୍ଣଚନ୍ଦ୍ର ଭୋଇ, କେଶରୀ କୁଅଁର, ଦଶରଥ ଛତ୍ରିଆ, ରୁକ୍ମଣ ଧରୁଆ ଲଳିତ ମୋହନପୁଟା, ଗୋବର୍ଧନ ଧରୁଆ, ଚନ୍ଦ୍ରଶେଖର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ l