-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଛେଲିଆପାଟ ଜଙ୍ଗଲରୁ ହାତୀ ଦାନ୍ତ ଗାଏବ୍ ଘଟଣା- ୨୩ ମାସ ପରେ ଗୋଟିଏ ହାତୀ ଦାନ୍ତ ଉର୍ଦ୍ଧାର

28-Dec-2021



ଆଗଲପୁର(ପ୍ରେରଣା ଖବର ବ୍ୟୁରୋ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ବନାଂଚଳ ଆଗଲପୁର (ଡୁଡୁକା) ବ୍ଳକ  ଭରସୁଜା ଗ୍ରାମପଂଚାୟତ ମହାକୁରପାଲି  ଗ୍ରାମ ନିକଟସ୍ତ ଛେଲିଆପାଟ ସଂରକ୍ଷିତ ଜଙ୍ଗଲ ରେ ୨୦୨୦ ମସିହାରେ ଏକ ଦନ୍ତାହାତୀ କୁଶିକାର କରୀ  ଦାନ୍ତ ନେଇଯାଇଥିବା ଅଭିଯୋଗ ହୋଇଥିଲା ।  ଗତ ନଭେମ୍ବର ମାସରେ ପଦ୍ମପୁର ରେଞ୍ଜ ଅଧିନରେ ଥିବା ଛୁଆଲିଉଦର ଗ୍ରାମର ରମେଶ ପଧାନ ଙ୍କ ଠାରୁ ଗାଇସିଲେଟ କେନ୍ଦୁଭଟା ଛକ ନିକଟରେ ଏକ ହାତୀ ଦାନ୍ତ ବରଗଡ ଏସିଏଫ୍ ଟିମ ଚଢ଼ଉ କରି ଜନତକରିଥିଲେ । ଅଭିଯୁକ୍ତ  ତଦନ୍ତ ସମୟରେ ନୁନିଆପାଲି ଗ୍ରାମର ଥବୀର ପାତ୍ର ଙ୍କ ଡାରୁ କିଣିଥିବା ପ୍ରକାଶ କରିଥିଲା ।
ଘଟଣା ଘଟିବା ଦୀର୍ଘ ୨୩ ମାସ ପରେ ଗତ ସେମବାର ବଳମ୍ବିତ ରାତିରେ ବନବିଭାଗ ଓ ଲୋଇସିଂହା ପୁଲିସ ଘେଲିଆପାହାଡ ପାଖରେ ଥିବା ନୁନିଆଁପାଲି ଗ୍ରାମରେ  ଅତର୍କିତ ଚଢ଼ାଉ କରି ଥିବାବେଳେ ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଥବୀର ପାତ୍ର କେଉଁଆଡେ ଖସି ପଳାଇଯାଇଥିଲା । ଏଥିରେ ସଂପୃକ୍ତ ଥିବା ସଂଦେହରେ ଗ୍ରାମର ମିତ୍ରଭାନୁ ପାତ୍ର ଓ ଭିକ ପାତ୍ର କୁ  ପଚରାଉଚୁରାପାଇଁ ବଲାଙ୍ଗିିର କୁ ନିଆଯାଇ ବନବିଭାଗ ଅଧିକାରୀ ତଦନ୍ତ କରି ଛାଡିଦେଇଥିଲେ । 
ଏଠରେ ସୁଚନାଯୋଗ୍ୟ ଯେ ୧୦  ଜାନୁୟାରୀ ୨୦୨୦ ଦିନ । ଛେଲିଆପାହାଡ ସଂରକ୍ଷିତ ଜଙ୍ଗଲରେ  ଠରେ ଏକ ଦନ୍ତାହାତୀ ମରିଥିବା ସ୍ଥିତିୟ କିଛି ଲୋକ ଦେଖିଥିବା ପ୍ରଚାରିତ ହୋଇଥିଲା । ଜଙ୍ଗଲବିଭାଗ ଏହାକୁ ଗୁଜବ କହି ଏଡାଇ ଦେଇଥିବାବଳେ ମୃତ ହାତୀକୁ ସ୍ଥାନିୟ ଲୋକେ ଦେଖିବାପାଇଁ ଯାଉଥିବା ଦେଖାଯାଇଛଇଲା ।  ୪ ଦିନପରେ  ବନବିଭାଗ ଜଙ୍ଗଲ ଭିତରୁ ଏକ ଗଳିତ ହାତୀ ର ମୃତ ଦେହ  ଉର୍ଦ୍ଧା  କରିଥିଲା । ଉକ୍ତ ହାତୀର ୨ଟି ଯାକ ଦାନ୍ତ(କିଶ) ଗାଏବ ହୋଇଯାଇ ଥିବା ଦେଖାଯାଇଥିଲା । ପାରିପାର୍ଶିକ ସ୍ଥିତି ଅନୁ୍ମାନ ରେଜଣାପଡିଥିଲାକି  ଏହା ୧୦ଦିନପୁର୍ବରୁ ଏହାକୁ ମାରି ୨ଟି ଦନ୍ତ କାଟି ନିଆଯାଇଥିବା ଜଣାପଡିଥିଲା । ଏଥିପାଇଁ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ କରି ତନାଘନା ଚଳାଇଥିଲା । ଏଥିପାଇଁ ସେସମୟରେ ଥିବା ସାଲେଭଟା ଫରେଷ୍ଟର  ଆଦିତ୍ୟ ନନ୍ଦ ଓ ଫରେଷ୍ଟ ଗାଡ  ମୋତିଲାଲ ସାହୁ ଙ୍କୁ ଚାକିରିରୁ ନିଳମ୍ଭନ କରାଯାଇଥିଲା । ସେ ସମୟରେ ନୁନିଆପାଲିର କିଛିଲୋକ ହାତୀକୁ ମାରି ୨ଦାନ୍ତ ନେଇଯାଇଥିବା ଚର୍ଚ୍ଚା ହୋଇଥିଲା । 
ଗତ ମାସରେ ବରଗଡ ଜିଲ୍ଲା ପଦମପୁର ବନାଂଚଳ ଗାଇସିଲେଟ ବ୍ଳକ  କେନ୍ଦୁଭଟା ଛକ ଠାରେ ରମେଶ ପଧାନ ନାମକ ଜଣେ ଯୁବକ ଠାରୁ ଏକ ହାତୀ ଦାନ୍ତ ଜବତ କରାଯାଇଥିବାବଳେ ତାହା ନୁନିଆପାଲି ଗ୍ରାମର ଥବୀର ପାତ୍ରଙ୍କ ଠାରୁ ଆଣିଥିବା ପ୍ରକାଶ କରିବାପରେ ଅଭିଯୁକ୍ତକୁ ଧରିବାପାଇଁ ସୁଯୋଗ ଅପେକ୍ଷା କରାଯାଇଥିଲେହେଁ ଥବୀରକୁ  ଧରିବାରେ କିପରି ସକ୍ଷମ ହୋଇନଥିଲେ ? ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like