-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ବୋମା ଖଂଜୁଥିବା ବେଳେ ମାଓବାଦୀ ଗିରଫ। ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ଘଟଣା। ଏଥିରେ ସାମିଲ ଥିବା 3 ମାଓବାଦୀ ଗିରଫ। ସୁରକ୍ଷା ବହିନୀଙ୍କୁ ଟାର୍ଗେଟ କରି ଏମାନେ ଖଂଜୁଥିଲେ IED ବୋମା।