-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଧିନସ୍ଥ ପତ୍ରାପାଲି ଗ୍ରାମର କୁନାଲ ଛତ୍ରିଆ ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ବଲାଙ୍ଗିର ଜିଲ୍ଲା କମିଟି ର ସାଧାରଣ ସମ୍ପାଦକ ଏବଂ ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ରୂପରେ ମନୋନୀତ କରିଥିବାରୁ କୁନାଲଙ୍କୁ ଏଭଳି ଗୁରୁ ଦାୟିତ୍ଵ ଦେଇଥିବାରୁ ଜିଲ୍ଲା ସଭାପତି ଶ୍ରୀ ଜ୍ଞାନରଞ୍ଜନ ସରାଫଙ୍କୁ ହୃଦୟର ସହ ଧନ୍ୟବାଦ୍ ଅର୍ପଣ କରିଛନ୍ତି l ଏହାସହ ଲୋଇସିଂହା ଅଂଚଳ ଲାଗି ଏହାଏକ ଗୌରବର ବିଷୟ l ଆଗାମୀ ଦିନରେ କୁନାଲ ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ ଲଢେଇ କରିବା ସହ ସଂଗଠନକୁ ଆଗେଇ ନେବାପାଇଁ ଆପ୍ରାଣ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି l