-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ସିଶାଖାଲ କେନ୍ଦୁପଡା ଠାରେ ସିଶାଖାଲ ଗ୍ରାମ ଉନ୍ନୟନ ସମିତି ପକ୍ଷରୁ ଗୁରୁବାର ଜାତୀୟ କୃଷକ ଦିବସ ପାଳନ ହୋଇଯାଇଛି।ଏହି ଅବସରସରେ ସାମାଜିକ କର୍ମୀ ଅମ୍ବରିଷ ମିଶ୍ର, ପ୍ରଦୀପ କୁମାର ସାହୁ, ବ୍ଲକ ଭିଡ଼ିସି ଫେଡରେଶନ ସଭ୍ୟ ଜୀବରଧନ ସାହୁ, ହେମନ୍ତ ସାହୁ,ଚନ୍ଦ୍ରମଣି ମାଝୀ ଯୋଗ ଦେଇ ବିଷ ମୁକ୍ତ ଚାଷ କରିବା ସହ ବିଷ ମୁକ୍ତ ଖାଦ୍ୟ ଖାଇବା ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଚାଷୀ ଛିନୁ ମାଝୀ ପୂର୍ବରୁ ଚାଷୀ କିଭଳି ଚାଷ କରି ଭଲ ଖାଦ୍ୟ ଖାଇବା କୁ ପାଉଥିଲେ,ଓ ବର୍ତ୍ତମାନ ବଜାର ରୁ ବିଷ ଯୁକ୍ତ ଖାଦ୍ୟ ଖାଉ ଥିବା ବିଷୟରେ ତାଙ୍କ ଅନୁଭୂତି ରୁ କହିଥିଲେ