-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ଗଞ୍ଜାମ (ଉମା ମହାରଣା) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ସିଂହାସନି ରାସ୍ତା ମସାଣିନିକଟରେ ଟ୍ରାକଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଧାରକରୀ କୋଦଳା ଦମକଳ ବାହିନୀ ଦ୍ଵାରା କୋଦଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଜଣକର ମୃତୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତ ଅବସ୍ଥାରେ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ସ୍ଥାନାତରିତ କରାଯାଇଛି ମୃତ ବ୍ୟକ୍ତି ଜଣକ ଲୁହାକୋଟ ଗ୍ରାମର ଦିଗାମ୍ବର ନାୟକ ଓ ଗୁରୁତର ଥିବା ତାଙ୍କ ସାଙ୍ଗ
ବାବୁଲା ନାୟକ ଦୁହେଁ କୋଦଳା କୌଣସି କାମରେ ଆସିଥିବାବେଳେ ଫେରୁଥିବାବେଳେ ବାଘୁଆ ପଟୁ ଆସୁଥିବା ଟ୍ରାକଟର ସହ ମସାଣି ନିକଟରେ ଧକ୍କା ହୋଇଇଥିଲା ବାଇକ ନମ୍ବର od07w4808ଏଇ ଗାଡ଼ିରେ ଦୁହେଁ ଯାଉଥିଲେ ଘଟଣା ସ୍ଥଳୁ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଟିକୁ ଧରି ଚମ୍ପଟ ମାରିଥିବା ଜଣାପଡିଛି ଘଟଣା ସ୍ଥଳରେ କୋଦଳା ପୋଲିସ ପହଂଚି ତଦନ୍ତ ଚଳାଇଛନ୍ତି