-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ଭୁବନେଶ୍ବର: ସୂର୍ଯ୍ୟ ଏଣ୍ଟରଟେନମେଣ୍ଟ ବ୍ୟାନରରେ ବ୍ୟାନର ର ଦ୍ୱିତୀୟ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର "ବାଳି" ।ସିନେମା ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି ସାରିଥିବା ବେଳେ ଆସନ୍ତା ଜାନୁୟାରୀ ମାସରେ ପ୍ରେକ୍ଷାଳୟରେ ବଳ କଷିବାକୁ ଯାଉଛି ଧମାକାଦାର ଓଡ଼ିଆ
ଚଳଚ୍ଚିତ୍ର ବାଳି । ସିନେମାଟି ଆକ୍ସନ ,ପ୍ରେମ ,ପରିବାରିକ ଡ୍ରାମା ଉପରେ ଆଧାରିତ ,ଓଡ଼ିଆ ଦର୍ଶକ ଦେଖିଲା ଭଳି ଭରପୁର ମସଲା ଭରା ସିନେମାଟିଏ ହୋଇଛି। ସିନେମା ରେ ଲିଡ଼ ହିରୋ ହାପି ଥିଲାବେଳେ ତାଙ୍କ ନାୟିକା ସାଜିଛନ୍ତି ମାମା
ସାମଲ।ଏମାନଙ୍କ ବେତିତ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି ପ୍ରମୁଖ,।।ସିନେମାର କାହାଣୀ ରଚନା ଶହ ଚିତ୍ର ନାଟ୍ୟ ପ୍ରସ୍ତୁତ ଓ ନିର୍ଦେଶନା ଦେଇଛନ୍ତି ଚମ୍ପିୟାନ ନିର୍ଦେଶକ କେ ମୁରଲୀକୃଷ୍ଣ ।