-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଦେଶରେ ଏକ ଦୃଢ ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ଜିଲ୍ଲା ସଭାପତି ଶ୍ରୀ କେଦାର ଦାସଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେସ୍ୟରେ ଏକ ଦାବିପତ୍ର ପ୍ରଦାନ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଏଥିରେ ବରିଷ୍ଠ ଓକିଲ ଶ୍ରୀ ବଳଦେବ ବେଦବାକ, କେନ୍ଦ୍ରୀୟ ମିଡ଼ିଆ ପ୍ରଭାରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ବ୍ୟାସଦେବ ମିଶ୍ର, ବାପି ଦାସ, ସିର୍ନିବାସ ଚାନ୍ଦ, ସୁରେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।