-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ବରଗଡ:-ବରଗଡ ଜିଲା ଭେଡେନ ବ୍ଳକ ଅନ୍ତର୍ଗତ ମାନପୁର ଗ୍ରାମ ପଞ୍ଚାୟତ ଗଲିମା ଗ୍ରାମରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା କୃଷକ ତାଲିମ/ସଚେତନତା ଶିବିର ରେ ଭେଡେନ ବ୍ଳକ କୃଷି ଅଧିକାରୀ କୃଷକ ମାନଙ୍କୁ ଚାଷ ର ଉନ୍ନତି ଦିଗରେ କୃଷକ ତାଲିମ ଓ ସଚେତନତା କରିଥିଲେ । ଏହି ତାଲିମ ଶିବିର ରେ ରାଜ୍ୟ ଆତ୍ମା କମିଟି ର ସଦସ୍ୟ ଶ୍ରୀ ଗଣେଶ କର୍ଣ୍ଣ ,ମାନପୁର ଗ୍ରାମ ପଞ୍ଚାୟତ ଗ୍ରାମ ସେବିକା , କୃଷ୍ଣ ଚନ୍ଦ୍ର ନାଏକ,ବିଜୟ ଅଗ୍ରୱାଲ, ପୂର୍ଣ୍ଣ ଚନ୍ଦ୍ର ନାଏକ, ଆଦିତ୍ୟ ଜାଲ ,ସୁରୁବାବୁ ନାଏକ,ଝସକେତନ ନାଏକ ଆଦି ବହୁ ସଂଖ୍ୟାରେ ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।