-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
20-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜିର ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ସ୍ଥାନୀୟ ଡାକ୍ତରଖାନାରେ ଏବଂ ରେଲୱେ ଷ୍ଟେସନ ପରିସରରେ ରନ୍ଧା ଖାଦ୍ୟ ବଣ୍ଟନ କରା ଯାଇଛି, ସ୍ୱେଚ୍ଛାସେବୀ ସଂଗ୍ରାମ ତ୍ରିପାଠୀ, ପିଣ୍ଟୁ ଭୋଇ,ଜୟଦେବ ସେଠ,ପର୍ଶୁରାମ ରଣା,ପୁରୁଷୋତ୍ତମ ତାଣ୍ଡି,ଆଦିତ୍ୟ ଭୋଇ, ସଂଜୟ ତାଣ୍ଡି,ଛୋଟୁ ବୟ, ଆଲୋକ,ସଞ୍ଜୟ ଖୁରା,ସୁରେଶ ଧରୁଆ,ଶ୍ୟାମ ସୁନ୍ଦର ରଣା,ହୁଲେଶ୍ୱର ଖର୍ସେଲ,କୁନୁ ପ୍ରମୁଖ ଉପସ୍ଥିତ ଥିଲେ