ମୁରିବାହାଲ (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅଧିନସ୍ଥ ଗୁରଜିଭଟା ଗ୍ରାମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ସରକାରୀ ନିୟମର ଖିଲାପ କରି ଅନୀ ରତେଇ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଟ୍ରାକ୍ଟର ଡ୍ରାଇଭର ଅଞ୍ଚଳରେ ବାଲି ଯୋଗାଇ ଆସୁଛନ୍ତି । ହେଲେ ଉକ୍ତ ବ୍ୟକ୍ତି ବେଆଇନ ଭାବରେ ତାଙ୍କ ନିଜର ଟ୍ରାକ୍ଟର ଓ ଅନ୍ୟ କେତେକ ଟ୍ରାକ୍ଟର ଜରିଆରେ ସରକାରୀ ନିୟମ ମୁତାବକ ସରକାରୀ ଟେଣ୍ଡର ହୋଇଥିବା ସ୍ଥାନରୁ ବାଲି ଆଣିବା ବଦଳରେ ନିଜ ମନମୁଖୀ ଭାବେ ଅନ୍ୟ ନିକଟସ୍ଥ ଅଞ୍ଚଳରୁ ବାଲି ଅଣାଯାଉଛି । ଯଦ୍ୱାରା ସରକାରଙ୍କ ରାଜସ୍ୱ କ୍ଷତିହେବା  ସାର ହେଉଛି, ସରକାରୀ କାମରେ ନିୟୋଜିତ ଏପରି ବେଆଇନ କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ ଦ୍ରଷ୍ଟବ୍ୟ ଯେ ଉକ୍ତ ବ୍ୟକ୍ତି ଅନି ରତେଇ ଓ ତାଙ୍କ ନିଜେ ତାଙ୍କର  ନମ୍ବର ବିହୀନ ଏକ ଚୋରା ଟ୍ରାକ୍ଟର  ଚଲାଇ ଆସୁଥିବା ଜଣାଯାଇଛି । ଗାଡି ର ଡ୍ରାଇଭରର ଲାଇସେନ୍ସ  ମଧ୍ଯ ନ ଥିବା ଓ ଗାଡିର ଜାଲ କିଛି କାଗଜ ପତ୍ର ରଖି ଦିର୍ଘ ବର୍ଷରୁ ଏହି ବେଆଇନ କାର୍ଯ୍ୟ ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଗାଡିକୁ ସେ ରାସ୍ତାରେ ଅବରୋଧ କରୀରଖିଥିବା ଓ ତାକୁ ଗ୍ରାମବାସୀ ତାହା ଉଠେଇ ରାସ୍ତା ଛାଡ଼ିବାକୁ କହିବାରୁ ତାଙ୍କୁ ଗାଳିଗୁଳଜ କରିବା ନେଇ ଉତେଜନା ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ପ୍ରଶାସନ ଉପଯୁକ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

"/>

-+91-9937148622 |

prerana_bgr@rediffmail.com |

  Sunday 15th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   (14-Mar-2026)       ||      ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା    (14-Mar-2026)       ||      ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   (14-Mar-2026)       ||      ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   (14-Mar-2026)       ||      ମାୟାବର୍ହା ରେ ଗଣିତ ଦିବସ   (14-Mar-2026)       ||      *ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   (14-Mar-2026)       ||      ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   (14-Mar-2026)       ||      *ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   (14-Mar-2026)       ||      *ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||     

HOME   ଜିଲ୍ଲା

ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ବେଆଇନ ଭାବେ ଟ୍ରାକ୍ଟର ନିୟୋଜିତ ନେଇ ଉତେଜନା

19-Dec-2021

ମୁରିବାହାଲ (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅଧିନସ୍ଥ ଗୁରଜିଭଟା ଗ୍ରାମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ସରକାରୀ ନିୟମର ଖିଲାପ କରି ଅନୀ ରତେଇ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଟ୍ରାକ୍ଟର ଡ୍ରାଇଭର ଅଞ୍ଚଳରେ ବାଲି ଯୋଗାଇ ଆସୁଛନ୍ତି । ହେଲେ ଉକ୍ତ ବ୍ୟକ୍ତି ବେଆଇନ ଭାବରେ ତାଙ୍କ ନିଜର ଟ୍ରାକ୍ଟର ଓ ଅନ୍ୟ କେତେକ ଟ୍ରାକ୍ଟର ଜରିଆରେ ସରକାରୀ ନିୟମ ମୁତାବକ ସରକାରୀ ଟେଣ୍ଡର ହୋଇଥିବା ସ୍ଥାନରୁ ବାଲି ଆଣିବା ବଦଳରେ ନିଜ ମନମୁଖୀ ଭାବେ ଅନ୍ୟ ନିକଟସ୍ଥ ଅଞ୍ଚଳରୁ ବାଲି ଅଣାଯାଉଛି । ଯଦ୍ୱାରା ସରକାରଙ୍କ ରାଜସ୍ୱ କ୍ଷତିହେବା  ସାର ହେଉଛି, ସରକାରୀ କାମରେ ନିୟୋଜିତ ଏପରି ବେଆଇନ କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ ଦ୍ରଷ୍ଟବ୍ୟ ଯେ ଉକ୍ତ ବ୍ୟକ୍ତି ଅନି ରତେଇ ଓ ତାଙ୍କ ନିଜେ ତାଙ୍କର  ନମ୍ବର ବିହୀନ ଏକ ଚୋରା ଟ୍ରାକ୍ଟର  ଚଲାଇ ଆସୁଥିବା ଜଣାଯାଇଛି । ଗାଡି ର ଡ୍ରାଇଭରର ଲାଇସେନ୍ସ  ମଧ୍ଯ ନ ଥିବା ଓ ଗାଡିର ଜାଲ କିଛି କାଗଜ ପତ୍ର ରଖି ଦିର୍ଘ ବର୍ଷରୁ ଏହି ବେଆଇନ କାର୍ଯ୍ୟ ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଗାଡିକୁ ସେ ରାସ୍ତାରେ ଅବରୋଧ କରୀରଖିଥିବା ଓ ତାକୁ ଗ୍ରାମବାସୀ ତାହା ଉଠେଇ ରାସ୍ତା ଛାଡ଼ିବାକୁ କହିବାରୁ ତାଙ୍କୁ ଗାଳିଗୁଳଜ କରିବା ନେଇ ଉତେଜନା ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ପ୍ରଶାସନ ଉପଯୁକ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

News Comment

Photo in News

Advertisment
Lastest News
  ଜିଲ୍ଲା  
ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   14-Mar-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା   14-Mar-2026
  ଜିଲ୍ଲା  
ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   14-Mar-2026
  ଜିଲ୍ଲା  
ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   14-Mar-2026
  ଜିଲ୍ଲା  
ମାୟାବର୍ହା ରେ ଗଣିତ ଦିବସ   14-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   14-Mar-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   14-Mar-2026
  ଜିଲ୍ଲା  
*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   14-Mar-2026
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026
  ଜିଲ୍ଲା  
ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   14-Mar-2026

You Might Also Like