-+91-9937148622 |

prerana_bgr@rediffmail.com |

  Sunday 15th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦ୍ଘାଟିତ*-   (15-Mar-2026)       ||      ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   (14-Mar-2026)       ||      ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା    (14-Mar-2026)       ||      ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   (14-Mar-2026)       ||      ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   (14-Mar-2026)       ||      ମାୟାବର୍ହା ରେ ଗଣିତ ଦିବସ   (14-Mar-2026)       ||      *ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   (14-Mar-2026)       ||      ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   (14-Mar-2026)       ||      *ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   (14-Mar-2026)       ||      *ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||     

HOME   ଜିଲ୍ଲା

ପଞ୍ଚ ଦିବସୀୟ କଥନ ଓ ଶିକ୍ଷଣ ଶିବିର ଉଦଯାପିତ

19-Dec-2021



କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ବସ୍ତି ପ୍ରାଥମିକ ବିଦ୍ୟାଳୟ ଠାରେ ପଞ୍ଚ ଦିବସୀୟ ସ୍ପିଚ ଥେରାପୀ କାର୍ଯ୍ୟକ୍ରମ ରବିବାର ଉଜ୍ଜାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ପ୍ରଥମ ରୁ ଦଶମ ଶ୍ରେଣୀର ଶ୍ରବଣ ବାଧିତ ଓ କଥନ ବାଧିତ ବିଦ୍ୟାର୍ଥୀ ମାନଙ୍କୁ ନେଇ ସ୍ପିଚ ଥେରାପୀ  କାର୍ଯ୍ୟ କ୍ରମ ବୁଧବାର ଠାରୁ ଆରମ୍ଭ ହୋଇଥିଲ। ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସହଦେବ ସୁନା ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ, ଭୋଇପଡା ପ୍ରାଥମିକ ବିଦ୍ୟାଳୟ ର ସ୍ଵତନ୍ତ୍ର ଶିକ୍ଷା ତାମିଲ ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ସାହୁ ଓ ରିଶିଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍ଵତନ୍ତ୍ର ଶିକ୍ଷା ତାମିଲ ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ମେହେର ସମ୍ବଳ ବ୍ୟକ୍ତି ରୂପେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ଏଥିରେ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ତରଫ ରୁ ଗୋଷ୍ଟି ସମ୍ବଳ ବ୍ୟକ୍ତି ପ୍ରଦୀପ କୁମାର ବେହେରା ଆୟୋଜନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦ୍ଘାଟିତ*-   15-Mar-2026
  ଜିଲ୍ଲା  
ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   14-Mar-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା   14-Mar-2026
  ଜିଲ୍ଲା  
ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   14-Mar-2026
  ଜିଲ୍ଲା  
ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   14-Mar-2026
  ଜିଲ୍ଲା  
ମାୟାବର୍ହା ରେ ଗଣିତ ଦିବସ   14-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   14-Mar-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   14-Mar-2026
  ଜିଲ୍ଲା  
*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   14-Mar-2026
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026

You Might Also Like