-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ବିଧାୟକ ପାଣ୍ଠି ରୁ ହାରାହାରି ୨୨ ଲକ୍ଷ ଟଙ୍କା ରେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ରୋଗୀଙ୍କ ସେଵା ପାଇଁ ନୂତନ ଏମ୍ବୁଲେନ୍ସ ଗାଡ଼ି ର ଲୋକର୍ପିତ ହୋଇଛି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ତାଙ୍କ ସମର୍ଥକ ଏହି ଗାଡ଼ିକୁ ଚଟୁଅନକା ଗାଁ ରୁ ମୋଟର ସାଇକିଲ ରେଲି କରି ଡାକ୍ତରଖାନାରେ ନୂତନ ଏମ୍ବୁଲେନ୍ସ କୁ ଅଣା ଯାଇଥିଲା ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହା କୁ ଉଦଘାଟିତ କରି ଥିଲେ ଏବଂ ଗୋଟିଏ ସଭା ର ଆୟୋଜନ କରାଯାଇଥିଲା ଏଥିରେ ବିଧାୟକ ଶ୍ରୀ ସାଲୁଜା ଘୋଷଣା କରିଥିଲେ ଯେ କଣ୍ଟାବାଞ୍ଜି ରୋଗୀ କଲ୍ୟାଣ ସମିତି ତରଫରୁ ଏହି ଏମ୍ବୁଲେନ୍ସ ସେଵା ପରିଚାଳନା କରାଯିବ ଏବଂ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଏହି ସେଵା ମାଗଣା ଯୋଗାଇ ଦିଆଯିବ, ଉକ୍ତ ସମରୋହ ରେ ମେଡ଼ିକାଲ ଅଫିସର ଡାକ୍ତର ଏସପିଡ଼ି ପଣ୍ଡା, ପୂର୍ବତନ କାଉନସିଲର ଏବଂ ରୋଗୀ କଲ୍ୟାଣ ସେମିତି ସଭ୍ୟ ବରୀୟାମ ସିଂହ ସାଲୁଜା, ପୂର୍ବତନ ନଗରପାଳ ଡ଼ମରୁଧର ବେହେରା, ରୋଗୀ କଲ୍ୟାଣ ସମିତି ସଭ୍ୟ ଅନିଲ ଅଗ୍ରୱାଲ, ଆନନ୍ଦ ମୋଟେ, ଦୁଃଖୀଶ୍ୟାମ ରାୟ, କୋଶିକ ମେହେର ପ୍ରମୁଖ ମଂଚ ରେ ଉପସ୍ଥିତ ରହିଥିଲେ, ଉକ୍ତ ଉଦଘାଟନ ସମରୋହ ରେ ୨୦୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ