-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ସହରର ଗାନ୍ଧିନଗର ପଡାରେ ରେ ଜଣେ ୩୭ ବର୍ଷିୟ ଯୁବକଙ୍କ ଟଣ୍ଟିକାଟି ହତ୍ଯା କରାଯାଇଛି।
ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଗାନ୍ଧିନଗର ପଡା ର ଅରବିନ୍ଦ କୁମାର ସିଂହଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଘରଭିତରକୁ ଯାଇ ତଣ୍ଟି କାଟି ଫେରାର ହୋଇଥିବା ଲୋକେ କହୁଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ପୂର୍ବ ଶତ୍ରୁତାକୁ ନେଇ ହତ୍ଯା କରାଯାଉଥିବା ଜଣା ପଡୁଛି। ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଯେଉଁ ଭଲି ଭାବରେ ଦିନ କୁ ଦିନ ବଲାଙ୍ଗିର ସହରରେ ଅପରାଧ ବଢିବା ସହ କଫସିଫ୍ ଭଲି ନିଶା ଦ୍ରବ୍ଯ ବିସ୍ତାର ହେବାରେ ଲାଗିଛି ପୋଲିସ ର କାର୍ଯ୍ୟକାରିତା ଉପରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।