-+91-9937148622 |

prerana_bgr@rediffmail.com |

  Saturday 21st March 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ପଖାଳ ଦିବସ ପାଳିତ   (21-Mar-2026)       ||      *ତୃଟି ପୂର୍ଣ୍ଣ ଚିକିତ୍ସା ରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଡାକ୍ତର ଖାନା ଓ ଆଶା ନର୍ସିଂ ହୋମ ପରିଦର୍ଶନ କଲେ ଜିଲ୍ଲାପାଳ*-   (21-Mar-2026)       ||      ଦାୟିତ୍ୱ ନେଲେ ନୂଆପଡ଼ା ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   (21-Mar-2026)       ||      ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   (20-Mar-2026)       ||      ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   (20-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   (20-Mar-2026)       ||      "ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   (20-Mar-2026)       ||      ନର୍ଲା ହାଇସ୍କୁଲ ଠାରେ ଜନଗଣନା ତାଲିମ ଶିବିର   (20-Mar-2026)       ||      ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ୨୦୨୬   (20-Mar-2026)       ||      ୨କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଇନୋଭା କାର ଜବତ, ୧ଗିରଫ    (20-Mar-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   (20-Mar-2026)       ||      ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   (20-Mar-2026)       ||      ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   (20-Mar-2026)       ||      ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   (20-Mar-2026)       ||      ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    (20-Mar-2026)       ||      ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   (20-Mar-2026)       ||      *ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   (19-Mar-2026)       ||      ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   (19-Mar-2026)       ||      ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||     

HOME   ଜିଲ୍ଲା

ବ୍ରହ୍ମପୁର ରୋଟାରୀ କ୍ଳବ ସମୂହର ବିମାନ ଦୁର୍ଘଟଣା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

17-Dec-2021



ବ୍ରହ୍ମପୁର (ଉମା ମହାରଣା) : ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ଦିବଂଗତ ପ୍ରତିରକ୍ଷା ମୁଖ୍ୟ ବିପିନ ରାଓତ୍  ଓ ତାଙ୍କ ଧର୍ମ ପତ୍ନୀ ମଧୁଲିକା ରାଓତ୍ ଙ୍କ ସମେତ ଅନ୍ୟ ୧୨ ଜଣ ଙ୍କ ଦେଶଭକ୍ତି କୁ ସମ୍ମାନ ଜଣାଇ ଅମର ଆତ୍ମାର ସଦ୍ଗତି ପାଇଁ ବ୍ରହ୍ମପୁର ସହରର ସମସ୍ତ ରୋଟାରୀ କ୍ଳବ ସଭ୍ୟ ବୃନ୍ଦ ଏକ ମହମବତୀ ରାଲି ର ଆୟୋଜନ କରିଥିଲେ ।ନିଜ ନିଜ କ୍ଳବରୁ ମହମବତୀ ରାଲିରେ ଆସି ଗାନ୍ଧୀ ନଗର  ଛକରେ ଗାନ୍ଧୀ ମୂର୍ତ୍ତି  ଠାରେ ସମେବତ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ,ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର,ସିଲ୍କ ସିଟି, ମିଡ୍ ଟାଉନ, ସେଣ୍ଟ୍ରାଲ ,ଇନୋଭେଟିଭ୍ ଓ ଇନରହ୍ବିଲ ଇଷ୍ଟ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ଏଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ସଭାପତି ବୃନ୍ଦ କାମରାଜୁ ମହାରଣା, ମିହିର କୁମାର ପାଣିଗ୍ରାହୀ, ପ୍ରଶାନ୍ତ

ସାହୁ,ଗାୟତ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟନ୍ତ କିଶୋର ପାତ୍ର, ଅଜିତ କୁମାର ପୃଷ୍ଟି, ଆନନ୍ଦ ରାଓ, ପ୍ରଦୀପ କୁମାର ପଣ୍ଡା,ରୋଟାରୀ ଜିଲ୍ଲା ସଂପାଦକ ଶ୍ରୀ ନିବାସ ପୃଷ୍ଟି, ଝରଣା ଦାଶ, ଦୁର୍ଗା ରାଓ, ପ୍ରଦୀପ କୁମାର ପଟ୍ଟନାୟକ,ଲଳିତ ମଙ୍ଗରାଜ, ଗୀତାଞ୍ଜଳୀ ପୃଷ୍ଟି, ସରିତା ବେଗ୍ ରାୟ, ମୋନିଙ୍ଗି ବାଣୀଶ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ପଖାଳ ଦିବସ ପାଳିତ   21-Mar-2026
  ଜିଲ୍ଲା  
*ତୃଟି ପୂର୍ଣ୍ଣ ଚିକିତ୍ସା ରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଡାକ୍ତର ଖାନା ଓ ଆଶା ନର୍ସିଂ ହୋମ ପରିଦର୍ଶନ କଲେ ଜିଲ୍ଲାପାଳ*-   21-Mar-2026
  ଜିଲ୍ଲା  
ଦାୟିତ୍ୱ ନେଲେ ନୂଆପଡ଼ା ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   21-Mar-2026
  ଜିଲ୍ଲା  
ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   20-Mar-2026
  ଜିଲ୍ଲା  
ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   20-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   20-Mar-2026
  ଜିଲ୍ଲା  
"ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   20-Mar-2026
  ଜିଲ୍ଲା  
ନର୍ଲା ହାଇସ୍କୁଲ ଠାରେ ଜନଗଣନା ତାଲିମ ଶିବିର   20-Mar-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ୨୦୨୬   20-Mar-2026
  ଜିଲ୍ଲା  
୨କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଇନୋଭା କାର ଜବତ, ୧ଗିରଫ   20-Mar-2026
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   20-Mar-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   20-Mar-2026

You Might Also Like