-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷକ ଭବନ ଠାରେ ୨୦୧୮ ବ୍ୟାଚ କନିଷ୍ଟ ଶିକ୍ଷକ ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା ।ଏଥିରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ କନିଷ୍ଟ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟ କର୍ମ କର୍ତ୍ତା ଚୟନ କରା ଯାଇଥିଲା।ଯହିଁରେ ସଭାପତି ଭାବେ ଅଭିଷେକ ପଣ୍ଡା ,ଉପ ସଭାପତି ମୋହନ କୁମାର ନାଏକ, ରବିନ ଲାଲ କାଣ୍ଡ, ଶୁଭେନ୍ଦୁ ପ୍ରସାଦ ମହାପାତ୍ର, ଅଜୟ କୁମାର ପଲାଇ,ସାଧାରଣ ସମ୍ପାଦକ ଦେଵଦତ୍ତ ମିଶ୍ର, ସମ୍ପାଦକ ଚନ୍ଦନ ସାହୁ, ସହ ସମ୍ପାଦକ ଅମିତ କୁମାର ସେଠୀ, ଆଶୁତୋଷ ନନ୍ଦ,ଶିରିଷ କାନ୍ତ ପଣ୍ଡା, ସୂଚୀସ୍ମିତା ମହାନ୍ତି, ବିନୋଦ କୁମାର ଦାସ,ମେଡିଆ ସଂଯୋଜକ ମନୋଜ କୁମାର ଦାସ,ସାମାଜିକ ଗଣମାଧ୍ୟମ ସଂଯୋଜକ ଜ୍ୟୋତି ରଂଜନ ରାଉତ,କାର୍ଯ୍ୟକାରୀ ସଭାପତି ତୃପ୍ତି ରଞ୍ଜନ ନାଥ, ରଶ୍ମି ରଞ୍ଜନ ପଟ୍ଟନାଏକ, କାଳୁ ଚରଣ ମହାରଣା, ସୁରେଶ କୁମାର ମହାରଣା, ସୁସ୍ମିତା ଜେନା,ଜିଲ୍ଲା ସଂଯୋଜକ ଜନ୍ମଜୟବିଶି, ପ୍ରତିଭା ସାହୁ,କୋଷାଧ୍ୟକ୍ଷ ବିକ୍ରମ ପଧାନ,ଉପଦେଷ୍ଟା ଧିରେନ୍ ପଟ୍ଟାୟକ,ବଙ୍କିମ ଚନ୍ଦ୍ର ସାଗର,ଅଜିତ ନାୟକ,ଲଳିତ କୁମାର ନାୟକ,ଶିବ ଶଙ୍କର ପଣ୍ଡା ପ୍ରମୁଖ ଚୟନ ହୋଇଥିବା ମେଡିଆ ସଂଯୋଜକ ମନୋଜ କୁମାର ଦାସ କହିଛନ୍ତି।