-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ସିନ୍ଧେକେଲା,(ଅନିଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନାଧିକାରି ଭାବେ ବୁଧବାର ଯୋଗ ଦେଇଛନ୍ତି ଆଲୋକ ବେହେରା । ସେ ସିନ୍ଧେକେଲା ପୋଷ୍ଟିଂ ହେବା ଆଗରୁ ବରଗଡ ଅମ୍ବାଭୋନା ଥାନାରେ କାର୍ଯ୍ୟରତ ଥିଲେ । ବରଗଡ ରୁ ବଲାଙ୍ଗୀର ହେଡ କ୍ବାଟର ଓ ପରେ ବଲାଙ୍ଗୀର ହେଡ କ୍ବାଟର ରୁ ସିନ୍ଧେକେଲା ନୁତନ ଥାନାଧିକାରି ଭାବେ ଯୋଗ ଦେଇଛନ୍ତି। ତେବେ ବିଗତ କିଛି ବର୍ଷ ର ଇତିହାସ ଦେଖିଲେ ସିନ୍ଧେକେଲା ଥାନା ଅଞ୍ଚଳରେ ଶିଶୁ ବଳି ଠାରୁ ଆରମ୍ଭ କରି ଗୁଣି ଗାରେଡି ସନ୍ଦେହ ରେ ଜଣେ ବୃଦ୍ଧ ଙ୍କୁ ଦିନ ଦହାଡେ ପରିଶ୍ରା ପିଆଇବା ସହ ବିଷ୍ଟା ଖୁଆଇବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା।ଏବଂ ଏହି ଗୁଣି ଗାରେଡି ସନ୍ଦେହ ରେ ନିମୁର୍ଲା ଗ୍ରାମରେ ଗୋଟିଏ ପରିବାରର ୧୩ ସଦସ୍ଯ ଙ୍କୁ ଗାଁ ରୁ ତଡି ଦିଆ ଯାଇଥିଲା। ପରେ ପୋଲିସ ପ୍ରଶାସନ ସେହି ପରିବାର କୁ ନିଜ ଗାଁକୁ ନେଇ ଥଇଥାନ ତ କଲା ଠିକ ହେଲେ ଆଜି ପର୍ଯ୍ୟନ୍ତ ନିମୁର୍ଳା ଗ୍ରାମରେ ପୋଲିସ ଜଗି ରହିଛି । ଏପଟେ ମମିତା ମିଷ୍ଟ୍ରି ରେ ସିନ୍ଧେକେଲା ଥାନା ପୁରା ଓଡିଶା କାହିଁକି ଦେଶରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହା ବାଦରେ ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତ ଅଞ୍ଚଳରେ ସିନ୍ଧେକେଲା ଥିବାରୁ ଏଠାରେ ସଟ୍ଟା,ନକଳି ଔଷଧ, କଫ ସିରଫ, ଗଞ୍ଜେଇ ଭଲି ଚୋରାଚାଲାଣ ବହୁ ଯୋରରେ ଚାଳୁଛି। ତେଣୁ ସିନ୍ଧେକେଲା ଥାନାଧିକାରି ଭାବେ ଯୋଗଦେଇ ଥିବା ଶ୍ରୀ ବେହେରାଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିବ ତେଣୁ ଦେଖିବାକୁ ବାକି ରହିଲା ବର୍ତ୍ତମାନ ଜଣେ ଯୁବ ଥାନାଧିକାରିଙ୍କୁ ପାଇ ସିନ୍ଧେକେଲା ଅଞ୍ଚଳ ଏସବୁ ଅସୁବିଧାର ଦୁରରେ ରହିବ କିମ୍ବା ସେହି ଚିରାଚରିତ ଢଙ୍ଗରେ ଚାଲିବ ତାହା ଦେଖିବାକୁ ବାକିରହିଲା । କିନ୍ତୁ ସିନ୍ଧେକେଲା ଅଞ୍ଚଳରେ ଏବେ ଏକ ଯୁବ ଥାନାଧିକାରିଙ୍କ ପୋଷ୍ଟିଂ ହୋଇ ଥିବାରୁ ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ କଥା ବର୍ତ୍ତମାନ ଜଣେ ଯୁବ ଅଫିସର ଯୋଗ ଦେଇ ଥିବାରୁ ସଟ୍ଟା ଭଳି ଏକ କେନ୍ସର ରୋଗର ନିରାକରଣ କରିବେ ବୋଳି ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ସିନ୍ଧେକେଲା,୧୫/୧୨(ଅନିଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନାଧିକାରି ଭାବେ ବୁଧବାର ଯୋଗ ଦେଇଛନ୍ତି ଆଲୋକ ବେହେରା । ସେ ସିନ୍ଧେକେଲା ପୋଷ୍ଟିଂ ହେବା ଆଗରୁ ବରଗଡ ଅମ୍ବାଭୋନା ଥାନାରେ କାର୍ଯ୍ୟରତ ଥିଲେ । ବରଗଡ ରୁ ବଲାଙ୍ଗୀର ହେଡ କ୍ବାଟର ଓ ପରେ ବଲାଙ୍ଗୀର ହେଡ କ୍ବାଟର ରୁ ସିନ୍ଧେକେଲା ନୁତନ ଥାନାଧିକାରି ଭାବେ ଯୋଗ ଦେଇଛନ୍ତି। ତେବେ ବିଗତ କିଛି ବର୍ଷ ର ଇତିହାସ ଦେଖିଲେ ସିନ୍ଧେକେଲା ଥାନା ଅଞ୍ଚଳରେ ଶିଶୁ ବଳି ଠାରୁ ଆରମ୍ଭ କରି ଗୁଣି ଗାରେଡି ସନ୍ଦେହ ରେ ଜଣେ ବୃଦ୍ଧ ଙ୍କୁ ଦିନ ଦହାଡେ ପରିଶ୍ରା ପିଆଇବା ସହ ବିଷ୍ଟା ଖୁଆଇବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା।ଏବଂ ଏହି ଗୁଣି ଗାରେଡି ସନ୍ଦେହ ରେ ନିମୁର୍ଲା ଗ୍ରାମରେ ଗୋଟିଏ ପରିବାରର ୧୩ ସଦସ୍ଯ ଙ୍କୁ ଗାଁ ରୁ ତଡି ଦିଆ ଯାଇଥିଲା। ପରେ ପୋଲିସ ପ୍ରଶାସନ ସେହି ପରିବାର କୁ ନିଜ ଗାଁକୁ ନେଇ ଥଇଥାନ ତ କଲା ଠିକ ହେଲେ ଆଜି ପର୍ଯ୍ୟନ୍ତ ନିମୁର୍ଳା ଗ୍ରାମରେ ପୋଲିସ ଜଗି ରହିଛି । ଏପଟେ ମମିତା ମିଷ୍ଟ୍ରି ରେ ସିନ୍ଧେକେଲା ଥାନା ପୁରା ଓଡିଶା କାହିଁକି ଦେଶରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହା ବାଦରେ ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତ ଅଞ୍ଚଳରେ ସିନ୍ଧେକେଲା ଥିବାରୁ ଏଠାରେ ସଟ୍ଟା,ନକଳି ଔଷଧ, କଫ ସିରଫ, ଗଞ୍ଜେଇ ଭଲି ଚୋରାଚାଲାଣ ବହୁ ଯୋରରେ ଚାଳୁଛି। ତେଣୁ ସିନ୍ଧେକେଲା ଥାନାଧିକାରି ଭାବେ ଯୋଗଦେଇ ଥିବା ଶ୍ରୀ ବେହେରାଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିବ ତେଣୁ ଦେଖିବାକୁ ବାକି ରହିଲା ବର୍ତ୍ତମାନ ଜଣେ ଯୁବ ଥାନାଧିକାରିଙ୍କୁ ପାଇ ସିନ୍ଧେକେଲା ଅଞ୍ଚଳ ଏସବୁ ଅସୁବିଧାର ଦୁରରେ ରହିବ କିମ୍ବା ସେହି ଚିରାଚରିତ ଢଙ୍ଗରେ ଚାଲିବ ତାହା ଦେଖିବାକୁ ବାକିରହିଲା । କିନ୍ତୁ ସିନ୍ଧେକେଲା ଅଞ୍ଚଳରେ ଏବେ ଏକ ଯୁବ ଥାନାଧିକାରିଙ୍କ ପୋଷ୍ଟିଂ ହୋଇ ଥିବାରୁ ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ କଥା ବର୍ତ୍ତମାନ ଜଣେ ଯୁବ ଅଫିସର ଯୋଗ ଦେଇ ଥିବାରୁ ସଟ୍ଟା ଭଳି ଏକ କେନ୍ସର ରୋଗର ନିରାକରଣ କରିବେ ବୋଳି ଅଞ୍ଚଳରେ ଚର୍ଚ୍ଚା ହେଉଛି ।