-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା ଠାରେ ନୂତନ ଖେଳପଡିଆ ପାଇଁ ଶୁଭାରମ୍ଭ ହୋଇଯାଇଛି l ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ପ୍ରଫୁଲ୍ଲ ମଲ୍ଲିକ, ଅକ୍ରୁର ସାହୁ, ଦୟାମୟ ସାହୁ, ଆନନ୍ଦ ହୋତା, ସାନନ୍ଦ ମହାକୁଡ଼, ମାନସ ହୋତା, ଅଜିତ କୁମାର ସାହୁ ସହ ଗ୍ରାମର ଅନ୍ୟାନ୍ୟ ମାନେ ଏହି ଖେଳପଡିଆ ଶୁଭାରମ୍ଭ ବେଳେ ଉପସ୍ଥିତ ଥିଲେ l