-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ବିବୀରମହାରାଜାପୁର, ( ବିନୋଦ ପାଣ୍ଡେ ) : ଉଲୁଣ୍ଡା ବ୍ଲକ ପାତାଳି କ୍ଷେତ୍ର ପଞ୍ଚ କଟକ ଠାରେ ଇତିହାସ ଓ ମାଦଳା ପାଞ୍ଜି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ଡ଼. ଅନିରୁଦ୍ଧ କୁରକୁରିଆ ଉପସ୍ଥିତ ଥିଲା ବେଳେ ସନମାନିତ ଅତିଥି ଭାବେ ଇତିହାସ ଅଧ୍ୟାପକ ଦୁର୍ଗା ସାହୁ, ଅଧ୍ୟାପକ ବିଶ୍ୱ ନାଗ ଓ ସନ୍ଥ ନିମୟୀ ଚରଣ ଦାଶ ଓ ପୁରାତନ ଛାତ୍ର ମନୋଜ ପଧାନ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ l
ସ୍ବାଗତଂ ଭାଷଣ ଓ ଅତିଥି ପରିଚୟ କରିଥିଲେ ସ୍ବେଚ୍ଛାସେବୀ ହୃଷିକେଶ ଦେହୁରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶମ୍ଭୁରାଜ କର୍ଣ୍ଣ ଏହି କାର୍ଯ୍ୟକ୍ରମରେ ଇତିହାସ ପରିବାରର ମୋଟ ୪୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସମ୍ପୃକ୍ତ ବିଷୟରେ ବିଶଦ ଭାବେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ଏଥିରେ ଭରତ ପାତ୍ର, ପିଣ୍ଟୁ ମେଲ୍ଲୀ, କହେଁଇ ଦେହେରି, ପଦ୍ମଲୋଚନ ପଧାନ,ଶ୍ୟାମ ପଧାନ, ସୁଜିତ ସାହୁ ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ ଶେଷରେ ବବୁନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ l