-+91-9937148622 |

prerana_bgr@rediffmail.com |

  Saturday 28th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    (28-Mar-2026)       ||      *ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      *ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ    (28-Mar-2026)       ||      ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମ ପାଇଁ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ସବୁଜ ପତାକା ଦେଖାଇ ଶୁଭାରମ୍ଭ   (28-Mar-2026)       ||      "ଖେଳାଧିକାର କି ଅଙ୍ଗନବାଡି? ବୈଗାପଡା ସ୍କୁଲରେ ଦ୍ବନ୍ଦ୍ୱ, କଲେକ୍ଟରଙ୍କ ହସ୍ତକ୍ଷେପ ଦାବି"   (28-Mar-2026)       ||      ଭଣ୍ଡାରୀଗୁଡାରେ OVEP ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ   (28-Mar-2026)       ||      *ପ୍ରତି ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ନିଶ୍ଚିତ ପାଇଁ କ୍ଲଷ୍ଟର ସ୍ତରୀୟ ଟି.ଏଲ.ଏମ. କର୍ମଶାଳା ଅନୁଷ୍ଠିତ*   (28-Mar-2026)       ||      କୃପାସିନ୍ଧୁ ବିଦ୍ୟାଭବନରେ ଜନଗଣନା ତାଲିମ ଶିବିର   (28-Mar-2026)       ||      ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା   (28-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ    (28-Mar-2026)       ||      ଧର୍ମପରାୟଣା ମହିଳାଙ୍କ ପରଲୋକ   (28-Mar-2026)       ||      ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା    (28-Mar-2026)       ||      ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   (27-Mar-2026)       ||      ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   (27-Mar-2026)       ||      ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||     

HOME   ଜିଲ୍ଲା

ଖୋଲା ଆକାଶ ତଳେ ପଡ଼ିରହିଛି ଧାନ

13-Dec-2021



ବରଗଡ:-ଏ ପଟେ ମାଇଲେ ଗୋହତ୍ୟା
ସେ ପଟେ ମାଇଲେ ବ୍ରହ୍ମହତ୍ୟା ସଦୃଶ ହୋଇପଡିଛନ୍ତି ଚାଷୀ ଭାଇମାନେ lକୋହଭରା ହୃଦୟ ରେ ସେମାନେ ଏକ ପ୍ରକାର ପଙ୍ଗୁହୋଇପଡିଲେଣି lମୁଣ୍ଡ ର ଝାଳ ତୁଣ୍ଡରେ ମାରି ହାଡ଼ଭଙ୍ଗା ପରିଶ୍ରମ ପରେ ମିଳିଥିବା ସୁନାର ଫସଲ ପଡ଼ିରହିଛି ମଣ୍ଡି ମାନଙ୍କରେ lବରଗଡ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ରେଶମ ଗ୍ରାମପଞ୍ଚାୟତ ର ପ୍ରଧାନପାଲି ଗ୍ରାମ ର ପିପିସି ବଜାର ଠାରେ ୪୨୩୮ ପ୍ୟାକେଟ ଧାନ ପଡିରହିଥିବା ବେଳେ,ଅରେଇଗୁଡି

ଗ୍ରାମପଞ୍ଚାୟତ ଅଧିନସ୍ଥ ସାଲେପାଲି ପିପିସି ବଜାର ରେ ପଡ଼ିରହିଛି ୬୨୮୩ ପ୍ୟାକେଟ ଧାନ ପଡ଼ିରହିଛି lଠିକ ସେଭଳି ଖାସ ଅରେଇଗୁଡି ଗ୍ରାମ ସ୍ଥିତ ପିପିସି ବଜାର ରେ ପଡ଼ିରହିଛି ୨୩୩୯ ପ୍ୟାକେଟ ଧାନ lହେଲେ ଅଦ୍ୟାବଧି ଖୋଲା ଆକାଶ ତଳେ ପଡିରହିଥିବା ସୁନା ର ଫସଲ କୁ ଅଣାଦେଖା ଭାବେ କେହି ଉଠାଇ ନାହାଁନ୍ତି ଅଦ୍ୟାବଧି lଏଣୁ ତୁରନ୍ତ ଏହି ତିନୋଟି ପିପିସି ରୁ ଧାନ ଉଠାଇବାକୁ କୃଷକ ମାନେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    28-Mar-2026
  ଜିଲ୍ଲା  
*ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   28-Mar-2026
  ଜିଲ୍ଲା  
*ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   28-Mar-2026
  ଜିଲ୍ଲା  
ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ   28-Mar-2026
  ଜିଲ୍ଲା  
ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମ ପାଇଁ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ସବୁଜ ପତାକା ଦେଖାଇ ଶୁଭାରମ୍ଭ   28-Mar-2026
  ଜିଲ୍ଲା  
"ଖେଳାଧିକାର କି ଅଙ୍ଗନବାଡି? ବୈଗାପଡା ସ୍କୁଲରେ ଦ୍ବନ୍ଦ୍ୱ, କଲେକ୍ଟରଙ୍କ ହସ୍ତକ୍ଷେପ ଦାବି"   28-Mar-2026
  ଜିଲ୍ଲା  
ଭଣ୍ଡାରୀଗୁଡାରେ OVEP ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ   28-Mar-2026
  ଜିଲ୍ଲା  
*ପ୍ରତି ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ନିଶ୍ଚିତ ପାଇଁ କ୍ଲଷ୍ଟର ସ୍ତରୀୟ ଟି.ଏଲ.ଏମ. କର୍ମଶାଳା ଅନୁଷ୍ଠିତ*   28-Mar-2026
  ଜିଲ୍ଲା  
କୃପାସିନ୍ଧୁ ବିଦ୍ୟାଭବନରେ ଜନଗଣନା ତାଲିମ ଶିବିର   28-Mar-2026
  ଜିଲ୍ଲା  
ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା   28-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ   28-Mar-2026
  ଜିଲ୍ଲା  
ଧର୍ମପରାୟଣା ମହିଳାଙ୍କ ପରଲୋକ   28-Mar-2026

You Might Also Like