-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
କାମାକ୍ଷାନଗର-ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ସୁନାଝରି ଜଙ୍ଗଲରୁ ଉଦ୍ଧାର। ମୃତକ ହେଲେ କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ସରପଞ୍ଚ ବିବେକାନନ୍ଦ ମହାଖୁଡୁ। ସେ ଗତ ୭ ତାରିଖ ଅପରାହ୍ନ ଠାରୁ ନିଖୋଜ ଥିଲେ। ଏନେଇ ପରିବର ତରଫରୁ ୮ ତାରିଖରେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ଗ୍ରାମ ର ଲୋକ ସୌଚପାଇଁ ଯାଇ ଥିବାବେଳେ ଏକ ଗଛରେ ଝୁଲନ୍ତି ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।