-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   (30-Mar-2026)       ||      ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   (30-Mar-2026)       ||      ଟୁହିଲାମାଲ ରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ    (30-Mar-2026)       ||      ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ: ଶିକ୍ଷା, ସଂକୃତି, ଅର୍ଥନୀତି ସୁଧାର ହେଲେ ସମାଜର ଉନ୍ନତି ହେବ   (30-Mar-2026)       ||      ମାନ୍ୟବର ବିଚାରପତି ଶ୍ରୀ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ   (30-Mar-2026)       ||      ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?    (30-Mar-2026)       ||      ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   (30-Mar-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   (30-Mar-2026)       ||      ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   (30-Mar-2026)       ||      ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   (30-Mar-2026)       ||      ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ    (30-Mar-2026)       ||      ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ    (30-Mar-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ   (30-Mar-2026)       ||      ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   (30-Mar-2026)       ||      ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ    (30-Mar-2026)       ||      "ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   (30-Mar-2026)       ||      ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   (30-Mar-2026)       ||      ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||     

HOME   ଜିଲ୍ଲା

ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ବୈଠକ ଅନୁଷ୍ଠିତ

12-Dec-2021



ଢେଙ୍କାନାଳ, ଆଜି ଢେଙ୍କାନାଳ ସହରର ଯଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ବିଶ୍ବହିନ୍ଦୁ ପରିଷଦର ଢେଙ୍କାନାଳର ସଭାପତି ଶ୍ରୀ ରଘୁନାଥ ପଣ୍ଡା ତତ୍ୱବାଧାନରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି ବୈଠକରେ ସମ୍ପାଦକ ଉମେଶ ଚନ୍ଦ୍ର ରାଉତ,ରତ୍ନ ଭୂଷଣ  ସାହୁ, ପ୍ରାନ୍ତ ସରାଂକ୍ଷକ ଶରତ ଚନ୍ଦ୍ର ଷଡ଼ଙ୍ଗୀ,ଧର୍ମଚାର୍ଯ୍ୟ ଜିତେନ୍ଦ୍ର ବେହେରା, ବିଭାଗ ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର ଏହି ବୈଠକରେ ଏକାତ୍ମକ ମନ୍ତ୍ର ଉଚ୍ଚାରଣ, ଜୟଘୋଷ ପାଠ କରାଯିବା ସହ ନୂତନ କର୍ମକର୍ତ୍ତା ଚୟନ ଓ ନାମ ପଦ ଘୋଷଣା କରାଯାଇଥିଲା । ହିନ୍ଦୁମାନଙ୍କର ସୁରକ୍ଷା ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ପୂର୍ବକ ଚିନ୍ତନ କରାଯାଇ ସଭାକାର୍ଯ୍ୟ ଶେଷ କରାଯାଇଥିଲା । ଆଜିର ବୈଠକରେ ସଭାପତି ରଘୁନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥିରୁପେ ଇନ୍ଦ୍ରମଣି ମଲିକ ଉଦବୋଧନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଉପସଭାପତି ଅକ୍ଷୟ କୁମାର ନାଥ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   30-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   30-Mar-2026
  ଜିଲ୍ଲା  
ଟୁହିଲାମାଲ ରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ   30-Mar-2026
  ଜିଲ୍ଲା  
ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ: ଶିକ୍ଷା, ସଂକୃତି, ଅର୍ଥନୀତି ସୁଧାର ହେଲେ ସମାଜର ଉନ୍ନତି ହେବ   30-Mar-2026
  ରାଜ୍ୟ  
ମାନ୍ୟବର ବିଚାରପତି ଶ୍ରୀ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ   30-Mar-2026
  ରାଜ୍ୟ  
ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?   30-Mar-2026
  ଜିଲ୍ଲା  
ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   30-Mar-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   30-Mar-2026
  ଜିଲ୍ଲା  
ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   30-Mar-2026
  ଜିଲ୍ଲା  
ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   30-Mar-2026
  ଜିଲ୍ଲା  
ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-Mar-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ   30-Mar-2026

You Might Also Like