-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ପାଟଣାଗଡ଼, (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ ଅନ୍ତର୍ଗତ କୁତମୁଣ୍ଡା କାହ୍ନl ନର୍ସରୀ ଠାରେ ଆଜି ପାଟଣେଶ୍ବରୀ ହାଲୁକା ମୋଟର ଯାନ ମାଲିକ ସଂଘ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ପୂର୍ବତନ ସଭାପତି ବିଜୟ ମେହେରଙ୍କ ସଭାପତିତ୍ୱ ରେ ହୋଇଥିଲା। ଉକ୍ତ ସଭା
ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ ସଭାପତି ଭାବରେ ସମରେନ୍ଦ୍ର ଦାଶ (ବଣ୍ଟି )ଙ୍କୁ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା ଓ ଉପସଭାପତି ସଞ୍ଜିବ
ରାଓ, ସମ୍ପାଦକ ସୁଶାନ୍ତ ମହାନ୍ତି, ସହ ସମ୍ପାଦକ ଅନୀଲ ବେହେରା କୋଷାଦକ୍ଷ ଆନ୍ଦ କୁମାର ୟାଦବ ଙ୍କୁ ଚୟନ କରାଯାଇଥିବା ବେଳେ ପାଟଣାଗଡ଼ ଅଞ୍ଚଳର ସମସ୍ତ ହାଲୁକା ମୋଟର ଯାନର ମାଲିକ ସଂଘର କର୍ମକର୍ତ୍ତା ତଥା ମୋଟର ଯାନ ମଳିକ ମାନେ ଯୋଗଦାନ ଦେଇ ଥିଲେ।