-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ପାଢେଲ ଗ୍ରାମ ରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ସ୍ଥାପନ  ଉତ୍ସବ ସହ  ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ସମ୍ପନ୍ନ

11-Dec-2021



ପାଟଣାଗଡ ( ପୁର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ରତ୍ନ ମୁଦ ସ୍ଥାପନ ସହ ଷୋଳପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତା ୮ .୧୨ .୨୦୨୧.ବୁଧବାର ରୁ ୧୧.୧୨ .୨୦୨୧ ଶନିବାର ପର୍ଯ୍ୟନ୍ତ ୪  ଦିନ ଧରି ଅନୁଷ୍ଠିତ ହେଉଥିବା ରତ୍ନ ମୂଦ ଉତ୍ସବରେ ସ୍ଥାନୀୟ ପୋଖରୀକୁ ଯାଇ  ପୂଜାର୍ଚ୍ଚନା ସହ  ଇନ୍ଦ୍ର ଇନ୍ଦ୍ରାଣୀ ଓ ଗଙ୍ଗା ନିମନ୍ତ୍ରଣ କରିବା ସହ ପୂର୍ଣ୍ଣ କଳଶ ଆଣି ପୂଜା ନାମ ଯଜ୍ଞ ଓ ପୂଜା ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାର ପରଦିନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋମ ଯଜ୍ଞ କରି ନଗର ପରିକ୍ରମା କରି ରତ୍ନମୁଦ ଆରମ୍ଭ ହୋଇଥିଲା । ଏଥିରେ ମୂଖ୍ୟ ଯଜ୍ଞ କର୍ତ୍ତା କାର୍ତ୍ତିକ ସରାଫ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ସରାଫଙ୍କ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ର ୧୬ ଜଣ ଯଜ୍ଞ କର୍ତ୍ତା ଭାବେ ଭାଗିରଥି ପଟେଲ ତାଙ୍କ ଧର୍ମପତ୍ନୀ ତୃଷ୍ଣାମୟୀ ପଟେଲ ,ଟଙ୍ଗଧରଭୁଏ ତାଙ୍କ ଧର୍ମପତ୍ନୀ ରାମ୍ଭା ଭୂଏ,  ଭଗବାନ ମେହେର ଓ ଧର୍ମପତ୍ନୀ ସରୋଜିନୀ ମେହେର , ଦିଲିପ ରଣା , ମିଥୁନ ସାହୁ ଧର୍ମପତ୍ନୀ ହିମାନ୍ଦ୍ରୀ , ଲକ୍ଷ୍ମୀ ନାରାୟଣ ସରାଫ,ଟିକୁ ବନଛୋର,ଭିକ ବନଛୋର, ଲୋକନାଥ ସରାଫ, ଶେଷ ବନଛୋର , ମନୋରଞ୍ଜନ ମେହେର,ମଣ୍ଟୁ ସରାଫ,ସୁଦାମ ସରାଫ ପ୍ରମୁଖଙ୍କ ସହ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ କାର୍ଯ୍ୟ

ନିର୍ବାହ କରିଥିଲେ l ପଣ୍ଡିତ ଜଡୋଲାମଣି ରଥ, ପଣ୍ଡିତ ଭୀମ ରଥ, ପଣ୍ଡିତ ସୁଧିର ରଥ, ପଣ୍ଡିତ ଚୁଡ଼ାମଣି ରଥ ପୂଜାର୍ଚ୍ଚନା କରିଥିଲେ । ରହି ପ୍ରହର ଅନୁଯାୟୀ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ ।  ଏଥିରେ ବିଭିନ୍ନ ଗ୍ରାମ ରୁ କିର୍ତ୍ତନ୍ୟ ଦଳ ଯୋଗ ଦେଇ ସଂକିତ୍ତନ ପରିବେଶଣ କରିଥିଲେ ।ଜଗନ୍ନାଥ ପରିଚାଳନା କମିଟି ସଭାପତି ଭାଗିରଥି ପଟେଲ , ସମ୍ପାଦକ ସମ୍ପଦ ପୋଢ, ମୂଖ୍ୟ ସଂଯୋଜକ ଜିତୁ ମହାନ୍ତି , ଜଗବନ୍ଧୁ ସରାଫ, ମଙ୍ଗଳ ସାହୁ, ପଦ୍ମନାଭ

ଖୁଣ୍ଟିଆ,ମୁରଲିସରାଫ,ଲାଲମନଲୁହା,ଉଦୟ ପଟେଲ, ରାମ ପ୍ରସାଦ ପଟେଲ, ବୈକୁଣ୍ଠ ପଟେଲ, ସର୍ବେଶ୍ଵର ପଟେଲ ମିତ୍ରଭାନୁ ପଟେଲ, ବିଶେଶ୍ୱର ସରାଫ, ଅନ୍ୟ ସଦସ୍ୟ ସହ ଗ୍ରାମବାସୀଙ୍କ ଉଦ୍ୟମରେ ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ , ଶ୍ରଦ୍ଧାଳୁ ଧାନ,ଟଙ୍କା, ସୁନା, ଅଷ୍ଟଧାତୁ,ଶସ୍ୟ ଅର୍ପଣ କରି ମନ୍ଦିର ର ରତ୍ନମୁଦରେ ସହଯୋଗ କରିଥିଲେ । ମୀନାବଜାର ଦୋକାନରେ ଶ୍ରଦ୍ଧାଳୁମାନେ ବେଶ ମଜା ନେଇଥିବା ବେଳେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ହଜାର ହଜାର ଭକ୍ତ ସମାଗମ ହୋଇଥିବା ବେଳେ   ଗ୍ରାମର ଯୁବଗୋଷ୍ଠୀ ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026

You Might Also Like