-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ମାରୱାଡ଼ି ଯୁବା ମଂଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫରୁ ଅସହାୟ ଲୋକ ଙ୍କୁ କମ୍ବଳ ବଣ୍ଟନ କରା ଯାଇଛି ସଭାପତି ଅର୍ପଣ ଜୈନ ଙ୍କ ନେତ୍ତୃତ୍ୱ ରେ ରେଲୱେ ଷ୍ଟେସନ, ବସ ଷ୍ଟେସନ,ସରକାରୀ ହସ୍ପିଟାଲ, ଅନ୍ୟ ପ୍ରମୁଖ ରୋଡ଼ ରେ ଥିବା ଅଭାବୀ ଏବଂ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରା ଗଲା , ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପୀୟୂଷ ଜିନ୍ଦଲ, ନିଖିଳ ଅଗ୍ରୱାଲ, ଆନଂଦ ମୋଟେ, ରଜତ ଅଗ୍ରୱାଲ, ଅଙ୍କିତ ଜୈନ,ମୟଙ୍କ ମିତ୍ତଳ, ନିଖିଳ ଅଗ୍ରୱାଲ, ପରାମର୍ଶଦାତା ଆଶିଷ ଖେତାନ, ପ୍ରମୁଖ ଉପସ୍ଥିତ ରହିଥିଲେ