-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ଖପ୍ରାଖୋଲ (ବସନ୍ତ ମେହେର) : ଆଜି ଖପ୍ରାଖୋଲ ମୁଖ୍ୟ ରାସ୍ତା ଥାନା ଛକ ଠାରୁ ରେଞ୍ଜ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ସି ଆର ପି ଏଫ୍ ଜବାନ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା l
ଯେଉଁ କାମ ଆମ ଅଞ୍ଚଳର ବିକାଶ ପରିଷଦ ଦ୍ୱାରା ହେବା କଥା ସେ କାମ ସି ଆର ପି ଏଫ୍ ଯବlନ ମାନେ କରୁଛନ୍ତି ସି ଆର ପି ଏଫ୍ ଙ୍କ ଏହି ସାମାଜିକ କାମକୁ ମହଲରେ ପ୍ରସଂସା କରାଯାଇଛି l